Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ୍ ନିୟମ ଉଲଘଂନ କରି ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ

by ସଞ୍ଜୟ ସ୍ୱାଇଁ
June 28, 2021
in Feature News, State
କୋଭିଡ୍ ନିୟମ ଉଲଘଂନ କରି ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ
193
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସରକାରଙ୍କ କୋଭିଡ୍ ନିୟମ ଉଲଘଂନ କରିବା ମହଙ୍ଗା ପଡିଲା । ନିୟମ ଉଲଘଂନ କରି ବସ୍ତ୍ରାଳୟ ସିଲ୍ ହେବା ସହ ମୋଟ ଅଙ୍କର ଫାଇନ୍ ଗଣିଥିବା ଜଣାପଡିଛି । ଏଥିସହ ବସ୍ତ୍ରାଳୟ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କାର ଫାଇନ୍ ଆଦାୟ କରିଛି ବିଏମସି । ସୂଚନାନୁସାରେ, କରୋନା ଭାଇରସ୍ ବଢୁଥିବା ଯୋଗୁଁ ରାଜ୍ୟ ସରକାର ଲକଡାଉନ୍ ଓ ସଟଡାଉନ୍ କରି କୋଭିଡ୍ କଟକଣା ଜାରି କରିଥିଲେ । ହେଲେ ଭୁବନେଶ୍ୱର ଉପକଣ୍ଠରେ ଥିବା ମା ତାରିଣୀ ବସ୍ତ୍ରାଳୟ ଦୋକାନ ପଛ ଗେଟ୍ ପଟେ ବୋର ଚାଲୁଥିବା ଖବର ପାଇଥିଲା ବିଏମସି । ଖବର ପାଇ ଚଢଉ କରିଥିଲା ବିଏମସି । ଦୋକାନ ଭିତରେ ଗ୍ରାହାଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । କୋଭିଡ୍ ନିୟମ ଉଲଘଂନ କରିଥିବାରୁ ମା ତାରିଣୀ ବସ୍ତ୍ରାଳୟ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କାର ଫାଇନ୍ ଆଦାୟ କରିଛି ବିଏମସି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!