Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଗବତୀ ଓ ଦେବୀ ଉଗ୍ରତାରା

by ସଞ୍ଜୟ ସ୍ୱାଇଁ
October 10, 2021
in State
ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଗବତୀ ଓ ଦେବୀ ଉଗ୍ରତାରା
79
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲାର ଏହି ଦୁଇ ତନ୍ତ୍ର ପୀଠ ( ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଏବଂ ଟାଙ୍ଗୀ-ଭୁଷଣ୍ଡପୁର ର ମା’ ଉଗ୍ରତାରା ) ରେ ଏବେ ଆଉ ଆଗଭଳି ଜନଗହଳି ଦେଖିବାକୁ ମିଳୁ ନାହିଁ । କରୋନା କଟକଣା ପାଇଁ ମା’ଙ୍କୁ ଦର୍ଶନ ସହିତ ମା’ଙ୍କର କୃପା ଲାଭ ପାଇଁ ଭକ୍ତଙ୍କ ଆଗମନ ଉପରେ ଏବେ ରୋକ ଲାଗିଛି । ତଥାପି କାଁଭାଁ ଭକ୍ତଙ୍କୁ ଦେଖିବାକୁ ମିଳିଛି । ଶାରଦୀୟ ପୂଜା ପାଇଁ ମା’ ଗର୍ଭ ଗୃହରେ ଗୁପ୍ତ ପୂଜା ସହିତ ଭିନ୍ନ ରୀତି-ନୀତି ରେ ପୂଜାପଣ୍ଡାଙ୍କ ଦ୍ଵାରା ପୂଜା ପାଠ ସମ୍ପନ୍ନ ହେଉଛି । ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ମା’ ପୂଜା କରାଯାଉଛି । ମା’ ଭଗବତୀ ଏବଂ ମା’ ଉଗ୍ରତାରା ପ୍ରତେକ ଦିନ ମା’ ଭିନ୍ନ-ଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ପୂଜା କରାଯାଇ ଥାଏ । ବିଶ୍ଵାସ କରାଯାଏ ଯେ ମା’ ଦୂର୍ଗା ତାଙ୍କର ଭକ୍ତଙ୍କ ପାଇଁ ସମସ୍ତ ଅସୁବିଧା ଦୂର କରିଥାନ୍ତି । ମା’ ଶୈଳ ପୁତ୍ରୀ, ମାତା ବ୍ରହ୍ମ ଚାରିଣୀ , ମାତା ଚନ୍ଦ୍ର ଘଣ୍ଟା ଏବଂ ମାତା କୁଶମଣ୍ଡାର , ଆଜି ମା’ ଭଗବତୀ ଏବଂ ମା’ ଉଗ୍ରତାରା ଏବେ ମାତା ସ୍କନ୍ଦମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି , ଆସନ୍ତାକାଲି ମାତା କାତ୍ୟାୟନୀ , ମା’ କାଳରାତ୍ରୀ , ମା’ ମହାଗୌରୀ , ମାତା ସିଦ୍ଧିଦାତ୍ରୀ , ମାତା ବୀଜୟା ଦଶମୀ ଦିନ ଦଶଭୁଜା ମା’ ଦୁର୍ଗା ଅପାରୁବା ବେଶରେ ମା’ ସୁସଜ୍ଜିତ କରାଯାଇ ପୂଜା କରାଯାଇ ମା’ ଦର୍ଶନ ଦେବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!