Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ପୁଲିସର ‘ଏମ-ପୋଲିସ’ ବ୍ୟବସ୍ଥା

by ସଞ୍ଜୟ ସ୍ୱାଇଁ
March 15, 2021
in Planning and Development, State
ପୁଲିସର ସ୍ୱତନ୍ତ୍ର ଅଭିଯାନ; ୧୬୦ଶିଶୁ ଉଦ୍ଧାର
156
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପାସେପାର୍ଟର ତୁରନ୍ତ ଯାଂଚ କରିବା ନିମନ୍ତେ ଓଡ଼ିଶା ପୁଲିସ ୫-ଟି କାର୍ଯ୍ୟକ୍ରମକୁ ଆଧାର କରି ‘ଏମ୍-ପୋଲିସ’ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଥାନାରେ ହେଉଥିବା ପାସପୋର୍ଟ ଭେରିଫିକେସନ ବ୍ୟବସ୍ଥା ଏବେ ଖୁବ ସହଜ ହେବ । ପାସପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସମୟ ଉପଯୋଗୀ କରିବା ନିମନ୍ତେ ଏହା ଏକ ମହତ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟର ୫୫୩ଟି ପୁଲିସ ଷ୍ଟେସନକୁ ଟାବଲେଟ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଆଜି ୧୦୦ଟି ଥାନାକୁ ଟାବଲେଟ୍ ପ୍ରଦାନ କରାଯାଇଥିବା ବେଳେ ମାର୍ଚ୍ଚ ୨୫ତାରିଖରେ ଅନ୍ୟ ଥାନା ଗୁଡ଼ିକୁ ଟାବଲେଟ୍ ପ୍ରଦାନ କରାଯିବ । ପୂର୍ବରୁ ପାସପୋର୍ଟ ଭେରିଫିକେସନ୍ ପାଇଁ ଡାକ ଯୋଗେ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ, ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ପାସପୋର୍ଟ ସେକ୍ସନକୁ ଆସୁଥିଲା । ସେଠାରୁ ପୁଣି ଥାନାକୁ ଯାଉଥିଲା । ଏହି ‘ଏମ-ପୋଲିସ’ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ପରେ ସାଧାରଣ ଲୋକଙ୍କର କୌଣସି ଅଭିଯୋଗ ରହିବ ନାହିଁ । ଆବେଦନକାରୀ ବିବରଣୀ ପୁଲିସ ଅଧରକାରୀଙ୍କ ପାଖରେ ପହଞ୍ôଚବା ପରେ ଟାବଲେଟ୍ ଜରିଆରେ ସଂପୃକ୍ତ ଅଧିକାରୀ ଭେରିଫିକେସନ ରିପୋର୍ଟ ପ୍ରଦାନ କରିବେ । ଯାହାଫଳରେ ଲୋକମାନେ ପାସପୋର୍ଟ ପାଇବାରେ ସକ୍ଷମ ହୋଇପାରିବ ବୋଲି ରାଜ୍ୟ ପୁଲିସ ମଖ୍ୟାଳୟରୁ ସୂଚନା ମିଳିଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!