Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନଲକ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ନୟାଗଡ଼ ପାଇଁ କଡା ଆଭିମୁଖ୍ୟ

by ସଞ୍ଜୟ ସ୍ୱାଇଁ
June 16, 2021
in State
ଅନଲକ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ନୟାଗଡ଼ ପାଇଁ କଡା ଆଭିମୁଖ୍ୟ
2.5k
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): କରୋନାକୁ ନେଇ ରାଜ୍ୟ ସରକାର ଅନଲକ ପ୍ରକ୍ରିୟାରେ କରିଛନ୍ତି ପରିବର୍ତ୍ତନ । ୧୭ ଜିଲ୍ଲାରେ ସକାଳ ୬ଟାରୁ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ୧୩ ଉପକୂଳ ବର୍ତ୍ତି ଜିଲ୍ଲାରେ ଲକଡାଉନ ବି କୋହଳ ହୋଇଛି । ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନିହାତି ଆବଶ୍ୟକ ଜିନିଷ ଖୋଲା ରହିବ ଦୋକାନ । ଏଥିସହିତ ଜାରି ରହିବ ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ । କ୍ଷୀର ବ୍ୟବସାୟିଙ୍କୁ ଦୃଷ୍ଟିରେ ରଖି ମିଠା ଦୋକାନ ଖୋଲା ରହିବ । ଯେଉଁ ଜିଲ୍ଲାରେ ୫% ରୁ ଅଧିକ ସଂକ୍ରମିତ ଅଛନ୍ତି ସେହି ଜିଲ୍ଲାରେ କଟକଣା ଲାଗୁ କରାଯାଇଛି । ଯେଉଁଠି ୫% ରୁ କମ ସଂକ୍ରମିତ ରହିଛନ୍ତି ସେଠାରେ ସମୟକୁ ପରିବର୍ତ୍ତନ କରାଯାଇଛି । ସରକାର ଜୀବନ ଜିବିକାକୁ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ ସଚେତନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ବାହାଘର, ବ୍ରତ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବଭଳି କଟକଣା ରହିବ । ବର୍ତ୍ତମାନ ରାଜ୍ୟରେ ୬% ହାରରେ କରୋନା ସଂକ୍ରମିତ ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ସଂକ୍ରମିତ ବୃଦ୍ଧି ରହିଛି । ଆସନ୍ତାକାଳି ଠାରୁ ୧୪ ଦିନ ପାଇଁ ମାସିକ ଲକଡାଉନ ନିୟମ କରାଯାଇଛି । ରାଜ୍ୟ ସରକାର ଦୁଇ କ୍ୟାଟୋଗୋରୀ ଗ୍ରହଣ କରିଛନ୍ତି । କ୍ୟାଟୋଗୋରୀ ଏ – ୧୭ ଗୋଟି ଜିଲ୍ଳା ରହିଛି । ଏହି ୧୩ ଗୋଟି ଜିଲ୍ଲାରେ ନୟାଗଡ଼ ଅନ୍ତର୍ଭୁକ୍ତ ଅଛି । କ୍ୟାଟୋଗୋରୀ ୨ରେ ନୟାଗଡ଼ ରହିଛି । ଖାଦ୍ୟ ପଦାର୍ଥ ହୋମ ଡେଲିଭେରୀ କରାଯାଇ ପାରିବ । ନିହାତି ଆବଶ୍ୟକ କର୍ମଚାରୀ ମାନଙ୍କ ପାଇଁ ପୂର୍ବଭଳି କାର୍ଯ୍ୟ କରିବ । ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଓଡିଶାର ସମସ୍ତ ଜନ ସାଧାରଣ ମଣିଙ୍ଗ ୱାର୍କ କରିପାରିବେ । ଏ ନେଇ ମୁଖ୍ୟ ଶାସନ ସଚୀବ ଘୋଷଣା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!