Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ଦେଖେନାହିଁ ଜାତି, ବୟସ, ଧର୍ମ, ଏହିଭଳି ପ୍ରେମର ଏକ ଉଦାହରଣ ଦେଖିବାକୁ ମିଳିଛି

by ସଞ୍ଜୟ ସ୍ୱାଇଁ
January 16, 2022
in WORLD
ପ୍ରେମ ଦେଖେନାହିଁ ଜାତି, ବୟସ, ଧର୍ମ, ଏହିଭଳି ପ୍ରେମର ଏକ ଉଦାହରଣ ଦେଖିବାକୁ ମିଳିଛି
49
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୁହାଯାଏ ପ୍ରେମ ମାନେନି ପ୍ରତିବନ୍ଧକ । ପ୍ରେମ ଦେଖେନାହିଁ ଜାତି, ବୟସ, ଧର୍ମ । ପ୍ରେମ କେତେବେଳେ କାହାକୁବି କାହପାଇଁ ହୋଇଯାଏ । ଏହିଭଳି ପ୍ରେମର ଏକ ଉଦାହରଣ ଦେଖିବାକୁ ମିଳିଛି ରୋମ୍ ଜର୍ଜିଆ ସହରର ଦମ୍ପତି କୁରାନା ଏବଂ ଚେରଲୀଙ୍କ କ୍ଷେତ୍ରରେ । ଆପଣ ଭାବୁଥବେ ଏମାନଙ୍କ ପ୍ରେମରେ ଏମିତି କ’ଣ ସ୍ୱତନ୍ତ୍ର ଅଛି । ତେବେ ଏହି ଦମ୍ପତିଙ୍କ ମଧ୍ୟରେ ରହିଛି ଅତୁଟ ପ୍ରେମ । ସେଥିପାଇଁ ତ’ ସେମାନେ ଦେଖିନାହାଁନ୍ତି ସେମାନଙ୍କ ବୟସ । କାରଣ କୁରାନଙ୍କ ବୟସ ୨୪ ବର୍ଷ ହୋଇଥିବାବେଳେ ଚେରଲୀଙ୍କ ବୟସ ୬୧ । ଖାଲି ସେତିକି ନୁହେଁ ଏବେ ଏମାନେ ନିଜର ସନ୍ତାନ ପାଇଁ ମଧ୍ୟ ଯୋଜନା କରିଛନ୍ତି । ସେପଟେ ସେମାନଙ୍କର ସମ୍ପର୍କକୁ ନେଇ ଅନେକ ଟ୍ରୋଲ କରୁଥିବାବେଳେ ଅନେକ ଏପରି ପ୍ରେମର ପ୍ରଂଶସା କରିଛନ୍ତି । ଦମ୍ପତି ଜଣକ କୌଣସି କଥାକୁ ଖାତିର ନକରି ସନ୍ତାନ ପାଇଁ ଉତ୍ସାହିତ ଅଛନ୍ତି ଏବଂ ସରୋଗେସୀ ମାଧ୍ୟମରେ ନିଜର ପ୍ରଥମ ସନ୍ତାନ ପାଇଁ ଯୋଜନା କରିଛନ୍ତି । ଏନେଇ କୁରାନ କହିଛନ୍ତି ସେମାନେ ୨୦୨୧ ସେପ୍ଟେମ୍ବରରେ ବିବାହ କରିଥିଲେ । ଚେରଲୀଙ୍କ ବୟସ ୬୧ ହୋଇଥିବାବେଳେ ତାଙ୍କର ୧୭ ନାତି ନାତୁଣୀ ମଧ୍ୟ ଅଛନ୍ତି କିନ୍ତୁ ସୋମନେ ନିଜର ସନ୍ତାନ ଚାହୁଁଛନ୍ତି ବୋଲି କହିଛନ୍ତି । ଏହା ସେ କହିଛନ୍ତି ଚେରଲୀଙ୍କ ବୟସ ଯୋଗୁଁ ଆମେ ସରୋଗେସୀ ମାଧ୍ୟମରେ ସନ୍ତାନ ପାଇଁ ଯୋଜନା କରିଛୁ ଏବଂ ଉଭୟ ଏହାକୁ ନେଇ ଖୁସି ଅଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!