Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ବିବାହ ପରେ ଗର୍ଭନଷ୍ଟ, ନୟାଗଡ଼ର ଯୁବକ ଫେରାର: ଲକଡାଉନ ଲାଗି ଆସି ପାରୁ ନାହାନ୍ତି ପ୍ରେମିକା

by ସଞ୍ଜୟ ସ୍ୱାଇଁ
May 18, 2021
in Breaking, Nayagarh
ପ୍ରେମ ବିବାହ ପରେ ଗର୍ଭନଷ୍ଟ, ନୟାଗଡ଼ର ଯୁବକ ଫେରାର: ଲକଡାଉନ ଲାଗି ଆସି ପାରୁ ନାହାନ୍ତି ପ୍ରେମିକା
2.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ୧୩ ବର୍ଷର ସଂପର୍କ ରଖିଥିଲେ । ଲୁଚାଛପାରେ ବିବାହ କରିବା ପରେ ଶାରୀରିକ ସଂପର୍କ ସ୍ଥାପନା କରି ଗର୍ଭବତୀ କରାଇ ଥିଲେ । ଛୁଆ ଜନ୍ମ ହେବା ପୂର୍ବରୁ ଟାବଲେଟ୍ ଖୁଆଇ ଗର୍ଭ ନଷ୍ଟ କରି ଦେଇଥିଲେ । ଗାଁକୁ ଗଲେ ଯେ ଆଉ ଫେରି ନାହାନ୍ତି । ବ ର୍ମାନ ପ୍ରେମିକା ଜାଣିବାକୁ ପାଇଲେ, ଯେ ତାଙ୍କୁ ଗର୍ଭବତୀ କରାଇଥିବା ପ୍ରେମିକ ଆଉ ଜଣଙ୍କୁ ବିବାହ କରିଛନ୍ତି । ଏହା ଜାଣିବା ପରେ ପ୍ରେମିକା ସୋସିଆଲ ମିଡିଆରେ ସାହାର ନେଇଥିବା ବେଳେ ଯୁବତୀଙ୍କ ପୋଷ୍ଟ ଭାଇରାଲ ହୋଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଚମ୍ପ ିପୁର ଗାଁର ଦାଶରଥି ବେହେରାଙ୍କ ପୁଅ ସହ କଲିକତାରେ ରହୁଥିବା ଅନୁଶ୍ରୀ ନାମ ଯୁବତୀଙ୍କ ପ୍ରେମ ସଂମ୍ପର୍କ ଗଢ଼ି ଉଠିଥିଲା । ଶେଘଦେବ ଅନୁଶ୍ରୀଙ୍କ ସହ ୧୩ ବର୍ଷର ସଂପର୍କ ରଖିବା ସହିତ ଲୁଚାଛପାରେ ଅନୁଶ୍ରୀକୁ ବିବାହ କରିଥିଲେ । ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଯେତେ ବେଳେ ଅନୁଶ୍ରୀ ଗର୍ଭବତୀ ଥିବା ଶେଷଦବେ ଜାଣିବାକୁ ପାଇଲେ, ସେତେବେଳେ ପ୍ରେମିକାକୁ ଟାବଲେଟ୍ ଖୁଆଇ ଗର୍ଭ ନଷ୍ଟ କରିଥିଲେ । ଗାଁକୁ ଯାଉଛି, ଘରେ କହି ବିବାହ କରିବି ବୋଲି କହି ଆସିଥିଲେ । ମାତ୍ର ଗାଁକୁ ଫେରିବା ପରେ ଅନୁଶ୍ରୀଙ୍କୁ ଭୁଲି ଯାଇ, ଖଣ୍ଡପଡ଼ା ଅ ଳରେ ଆଉ ଜଣେ ଯୁବତୀକୁ ବିବାହ କରିଥିବା ଅନୁଶ୍ରୀ ଜାଣିବାକୁ ପାଇଛନ୍ତି । ଏହା ଘଟଣା ଜାଣିବା ପରେ ଅନୁଶ୍ରୀ ଚମ୍ପ ିପୁର ଆସିବାକୁ ଚାହ୍ୁଁଥିଲେ ମଧ୍ୟ ମହାମାରୀ କରୋନା ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ ହେଉଥିବାରୁ ଆସିବା ସମ୍ଭବପର ହେଉ ନାହିଁ । ସେଥିପାଇଁ ଅନୁଶ୍ରୀ ଫିଜୁ ନାମକ ଫେସବୁକ ଆଡିରେ କରିଥିବା ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ସେଥିରେ ନିଜର ପ୍ରେମିକ ଶେଷଦେବକୁ ପାଇବା ପାଇଁ ଉକ୍ତ ପୋଷ୍ଟକୁ ସେୟାର କରିବା ପାଇଁ ଅନୁରୋଧ କରିଛନ୍ତି ଅନୁଶ୍ରୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!