Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ବିବାହ, ବାପ ଝିଅ ମୁହାଁମୁହିଁ, ୟୁପି ଓ ଓଡିଶା ପୁଲିସ ନାକେଦମ

by ସଞ୍ଜୟ ସ୍ୱାଇଁ
June 21, 2021
in Crime, State
ପ୍ରେମ ବିବାହ, ବାପ ଝିଅ ମୁହାଁମୁହିଁ, ୟୁପି ଓ ଓଡିଶା ପୁଲିସ ନାକେଦମ
269
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରେମ ବିବାହକୁ ନେଇ ବାପ ଝିଅ ମୁହାଁମୁହିଁ । ୟୁପିର ଝିଅ ଓଡିଶାରେ ମାଗୁଛି ନ୍ୟାୟ । ମୋ ବାପା ମୋତେ ମାରି ଦେବାକୁ ଚାହୁଁଛନ୍ତି । ଏନେଇ କମିଶନରେଟ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଝିଅ । କମିଶନରେଟ ପୋଲିସ ସମସ୍ତ କାଗଜପତ୍ର ଯାଞ୍ଚ କାର୍ୟ୍ୟ ଜାରି ରଖିଛି । ତେବେ ଝିଅଙ୍କ ବୟାନ ଆନୁସାରେ- ମୁଁ ସାବାଳିକା ହେଲେ ମୋତେ ନାବାଳିକା ଦର୍ଶାଇ, ୟୁପି ପୋଲିସ ଜରିଆରେ ମୋତେ ଓଡିଶାରୁ ଉଠାଇ ନେବାକୁ ଚାଁହୁଛନ୍ତି ବାପା । ମନର ମଣିଷକୁ ବିବାହ କରି ସାରିବା ପରେ,ମୁଁ ଏବେ ମୋ ସ୍ୱାମୀଙ୍କ ସହ ରହିବାକୁ ଚାଁହୁଁଛି । ମୋ ବାପା ୟୁପିର ଜଣେ ପ୍ରଭାବଶାଳୀ ଲୋକ ହୋଇଥିବାରୁ ମୋତେ ପୁଲିସ ଜରିଆରେ ଉଠେଇ ନେବାକୁ ଚାଁହୁଛନ୍ତି ଓ କୋର୍ଟରେ ମୁଁ ମୋ ବୟାନ ରଖିବେ ବୋଲି କହିଛନ୍ତି ଯୁବତୀ ଓ ସେପଟେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ପୋଲିସକୁ ଦେଇଛନ୍ତି ଓ ତାଙ୍କୁ ୧୮+ ବୋଲି କମିସନରେଟ ପୋଲିସ ଜାଣିସାରିଛି । ୟୁପି ପୋଲିସର ବଦମାସୀ ଯୋଗୁଁ ମୁଁ ଯେମିତି ପୁଣି ଥରେ ମୋ ଘରକୁ ଫେରି ନଯାଏ ଓ ସେଥିପାଇଁ ମୁଁ ପୋଲିସର ଦ୍ୱାରସ୍ଥ ହୋଇଛି । ମୋତେ ସେମାନେ ଏଠାରୁ ନେବା ପରେ ମାରିଦେବେ ଓ ଭୁବନେଶ୍ୱରରେ ଥିବା ଝିଅ ଏବେ ନ୍ୟାୟ ମାଗୁଛନ୍ତି । ଚାଲିଛି ତଦନ୍ତ ଝିଅର ବୟାନ ରେକର୍ଡ ହେବ । ଆଗକୁ ଜଣାପଡିବ କାହାର ଦମ କେତେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!