Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସହିପାରିଲେନି ପ୍ରେମିକାର ପ୍ରତାରଣା, ଜୀବନ ହାରିଲେ ଯୁବକ

by ସଞ୍ଜୟ ସ୍ୱାଇଁ
April 29, 2023
in Crime, State
ସହିପାରିଲେନି ପ୍ରେମିକାର ପ୍ରତାରଣା, ଜୀବନ ହାରିଲେ ଯୁବକ
79
VIEWS
Share on FacebookShare on Twitter

ଧର୍ମଗଡ, (ବାଘୁଆବାର୍ତ୍ତା): ସହି ପାରିଲେନି ପ୍ରେମରେ ଧୋକା । ସୋସିଆଲ୍ ମିଡିଆରେ ଷ୍ଟାଟସ୍ ଦେଇ ସୁଇସାଇଡ୍ । ହ୍ଵାଟସ୍ ଆପ୍‌ରେ ଷ୍ଟାଟସ୍ ଦେଇ ଆତ୍ମହତ୍ୟା କଲେ ଯୁବକ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଅଁ ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଧର୍ମଗଡ ଥାନା ଅଏଁଲାଯୋର ଗାଁର ହିମାଂଶୁ ଭଇଁସାଲ । ସେ ଡ୍ରାଇଭର ଭାବରେ କାମ କରୁଥିଲେ । ନିଜ ହାତକୁ କାଟି ଦେଇଛନ୍ତି ହିମାଂଶୁ । ଜଣେ ଝିଅ ପାଇଁ ଜୀବନ ହାରିଥିବା ହ୍ଵାଟ୍‌ସ ଆପ୍ ଷ୍ଟାଟସରେ ଉଲ୍ଲେଖ କରିଛନ୍ତି । ପ୍ରେମରେ ଧୋକା ଖାଇବା ପରେ ନିଜକୁ ଶେଷ କରି ଦେଇଥିବା ସୂଚନା ମିଳିଛି । କୋକସରା ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ କରୁଛି । ଯୁବକ ଜଣେ ଭାଲୁଚୁଆ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ସକାଳ ପାହିଲା ବେଳକୁ ଲୋକମାନେ ଦେଖି କୋକସରା ପୋଲିସକୁ ଖବର ଦେଇଥିଲେ ତେବେ ତାଙ୍କ ମୋବାଇଲ ଷ୍ଟାଟସ ଭାଇରାଲ ହୋଇଥିବା ଯୋଗୁଁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଏପରିକି ଷ୍ଟାଟସରେ ଜଣେ ଯୁବବତୀଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଦୃଶ୍ୟ ଥିବା ମଧ୍ୟ ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଆସି ପାରିବ ବୋଲି ପୋଲିସ ସୂଚନା ଦେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!