ଭୁବନେଶ୍ୱର (ବାଘୁଆବାର୍ତ୍ତା): ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଏକ ଯୁବତୀଙ୍କୁ ନେଇ ରାସଲୀଳା କରୁଥିଲେ ପ୍ରେମିକ ସ୍ୱାମୀ । ହେଲେ ଲୋକଙ୍କ ହାତରେ ଧରାପଡ଼ିଲେ । ଆଉ ପୁଲିସ ଡାକି ହସ୍ତାନ୍ତର କଲେ । ଏମିତି ଏକ ଘଟଣା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘଟିଛି । ତେବେ ଖବର ପାଇ ପ୍ରଥମ ସ୍ତ୍ରୀ ଆସି ପହଞ୍ଚି ନିଜ ସ୍ୱାମୀଙ୍କୁ ପେଟେଣ୍ଟ ମେଡିସିନ ଦେଲେ । ଖାଲି ସେତିକି ନୁହେଁ ଆଉ ଜଣେ ଯୁବତୀଙ୍କୁ ମଧ୍ୟ ପ୍ରେମ ଜାଲରେ ଫସେଇ ଜୀବନ ନଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଥମ ପତ୍ନୀ ।






