Tuesday, July 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଫୋନ୍ କରି ପ୍ରେମ ନିବେଦନ ଓ ଅଶ୍ଳିଳ ଗାଳି ଗୁଲଜ କରିବା ପଡ଼ିଲା ମହଙ୍ଗା

by ସଞ୍ଜୟ ସ୍ୱାଇଁ
October 18, 2021
in State
ମହିଳାଙ୍କୁ ଫୋନ୍ କରି ପ୍ରେମ ନିବେଦନ ଓ ଅଶ୍ଳିଳ ଗାଳି ଗୁଲଜ କରିବା ପଡ଼ିଲା ମହଙ୍ଗା
198
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ମହଙ୍ଗା ପଡ଼ିଲା ପ୍ରେମ ନିବେଦନ। ଥାନା ପରିସରରେ ବସିଲା ପ୍ରଜା କୋର୍ଟ। ମହିଳାଙ୍କୁ ଫୋନ୍ କରି ପ୍ରେମ ନିବେଦନ ଓ ଅଶ୍ଳିଳ ଗାଳି ଗୁଲଜ କରିବା ଘଟଣାର ସମାଧାନ ବେଳେ ଜଣେ ବୃଦ୍ଧ ଓ ଜଣେ ଯୁବକଙ୍କୁ ନିସ୍ତୁକ ଛେଚିଲେ ୨ ମହିଳା। ବାଲେଶ୍ଵର ଜିଲ୍ଲା ସୋର ଥାନା ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ କେଦାରପୁର ଅଞ୍ଚଳର ୨ ଜଣ ମହିଳାଙ୍କୁ କୋଦଣ୍ଡପୁର ଅଞ୍ଚଳର ଜଣେ ଯୁବକ ବାରମ୍ବାର ଫୋନ କରି ପ୍ରେମ ନିବେଦନ କରିବା ସହ ଗାଳି ଗୁଲଜ କରୁଥିଲେ। ଏନେଇ ୨ ମହିଳା ତାନାରେ ଲିଖିତ ଅଭିଯୋଗ କରିଥିଲେ। ଗତ ରାତିରେ ସୋର ଥାନା ପରିସର ଥିବା ମଣି ମନ୍ଦିରରେ ସମାଧାନ ପାଇଁ ପ୍ରଜାକୋର୍ଟ ବସିଥିଲା। ଏତିକି ବେଳେ ଫୋନ୍ କରି ହଇରାଣ କରୁଥିବା ଯୁବକ ଓ ବୃଦ୍ଧଙ୍କୁ ୨ ମହିଳା ନିସ୍ତୁକ ମାଡ଼ ମାରିଥିଲେ। ତେବେ ବୃଦ୍ଧ ଜଣକ ମହିଳାଙ୍କ ଗୋଡ ଧରି ଭୁଲ ମାଗିଥିଲେ। ତେବେ ଥାନା ପରିସରରେ ଏଭଳି ଘଟଣା ଘଟିଥିବାରୁ ପୋଲିସର ଆଇନ ଶୃଙ୍ଖଳା ଦାୟିତ୍ଵକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!