Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁତୁରା ପ୍ରେମରେ ମାଉସୀ

by ସଞ୍ଜୟ ସ୍ୱାଇଁ
August 9, 2021
in State
ପୁତୁରା ପ୍ରେମରେ ମାଉସୀ
320
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ପ୍ରେମ ପାଇଁ ପ୍ରେମୀଯୁଗଳ କିଛି ବି କରିପାରନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ । ଜଣେ ୪୨ ବର୍ଷିୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ଉବୁଟୁବୁ ହୋଇଛନ୍ତି । ବର୍ତ୍ତମାନ ସ୍ଥିତି ଏମିତି ହୋଇଛି ଯେ ପୁତୁରା ବିବାହ କରିବା ପରେ ବି ମାଉସୀ ତାଙ୍କୁ ଛାଡିବାକୁ ନାରାଜ । ଅଭିଯୋଗ ଅନୁଯାୟୀ ୨୦୧୭ରେ ୟୁନିଟ୍‌ ୬ ଅଞ୍ଚଳର ୪୨ ବର୍ଷୀୟ ମହିଳା ଛଦ୍ମନାମ (ସାଲିନି ସାହୁ) ନୀଳାଦ୍ରିବିହାରରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଘରେ ରହୁଥିଲେ । ରହିବା ସମୟରେ ଭଉଣୀଙ୍କ ୨୮ ବର୍ଷୀୟ ପୁଅ ଛଦ୍ମନାମ(ରାହୁଲ)ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପରେ ଖୁଲମଖୁଲା ବୁଲାବୁଲି କରୁଥିଲେ । ତେବେ ଘର ଲୋକ ହଠାତ୍‌ ପୁତୁରାର ବାହାଘର କରିଦେବାରୁ ଏବେ ମାଉସୀ ମୁଣ୍ଡରେ ଚଡ଼କ ପଡିଛି । ମାଉସୀ କହୁଛି ତମେ ତାକୁ ବାହା ହେଲେ ମୋର କିଛି ଆପତ୍ତି ନାହିଁ, ହେଲେ ମୁଁ ବି ତୁମ ପାଖରେ ରହିବି । ତେବେ ପୁତୁରା ଏଥିରେ ରାଜି ନହେବାରୁ ସେ ଥାନାରେ ତାଙ୍କୁ ପ୍ରତାରଣା କରି ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି । ପୁଲିସ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ପୁଅର ପରିବାର ଲୋକ ଅଭିଯୋଗ କରିଛନ୍ତି ଏତଲା ଦେଇଥିବା ଝିଅର ଅନେକ ଯୁବକଙ୍କ ସହ ସମ୍ପର୍କ ରହିଛି । ସେ ଆମ ପୁଅକୁ ଅକାରଣରେ ଫସାଇ ଏପରି କାଣ୍ଡ ଭିଆଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!