Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେବୋତ୍ତର କଲୋନୀରୁ ଦିନ ଦ୍ୱିପହରରେ ଲୁଟ୍, ୩ ଲକ୍ଷ ଟଙ୍କା, ୩ ଶହ ଗ୍ରାମ ସୁନା

by ସଞ୍ଜୟ ସ୍ୱାଇଁ
September 15, 2024
in Crime, Nayagarh, State
ଦେବୋତ୍ତର କଲୋନୀରୁ ଦିନ ଦ୍ୱିପହରରେ ଲୁଟ୍, ୩ ଲକ୍ଷ ଟଙ୍କା, ୩ ଶହ ଗ୍ରାମ ସୁନା
1.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ଲୁଟେରାଙ୍କୁ ଧରିବାରେ ବିଫଳ । ବିଭିନ୍ନ ସିରିଜ ଲୁଟ ଘଟଣାରେ ପୁଲିସ ଆଜି ପର୍ଯ୍ୟନ୍ତ ସଫଳତା ପାଇପାରିନଥିବା ବେଳେ ଆଜି ନୟାଗଡ଼ ସହରରୁ ଦିନ ଦ୍ୱିପହରରେ ଲୁଟ ହୋଇଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦେବୋତ୍ତର କଲୋନୀ ୪ ନମ୍ବର ଲେନ୍‌ରୁ ଲୁଟ ହୋଇଛି ।

ଲୁଟେରା ଭଡ଼ାରେ ରହିଥିବା ଇଟାମାଟି ବଡ଼ଟାଙ୍ଗିପାଟଣାର ଶିବ ପ୍ରସାଦ ସାହୁଙ୍କ ଘରୁ ବ୍ୟାପକ ପରିମାଣର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । ଶିବ ପ୍ରସାଦ ତାଙ୍କ ଭଡ଼ା ଘର ଚାବି ପକାଇ ଆଜି ମଧ୍ୟାହ୍ନରେ ଶ୍ୱଶୁର ଘର ପଞ୍ଚରିଡ଼ାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଘର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।

ଘର ଭିତରକୁ ଯିବା ପରେ ଗଡରେଜ୍ ଆଲମିରା ଭାଙ୍ଗି ଟଙ୍କା ଓ ସୁନା ଲୁଟ ହୋଇଥିବା ଦେଖିଥିଲେ । ୩ ଲକ୍ଷ ଟଙ୍କା, ୩ ଶହ ଗ୍ରାମ ସୁନା, ୫ ଶହ ଗ୍ରାମ ରୂପା ଅଳଙ୍କାର ଚୋରୀ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିବା ଜଣାପଡ଼ିଛି । ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!