Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲେଶ୍ବର ଶରଶଙ୍ଖ ଗାଁରେ ତାରିଣୀ ମନ୍ଦିରରୁ ଚୋରି

by ସଞ୍ଜୟ ସ୍ୱାଇଁ
January 10, 2025
in Crime, State
ବାଲେଶ୍ବର ଶରଶଙ୍ଖ ଗାଁରେ ତାରିଣୀ ମନ୍ଦିରରୁ ଚୋରି
16
VIEWS
Share on FacebookShare on Twitter

ବାଲେଶ୍ବର, (ବାଘୁଆବାର୍ତ୍ତା): ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଭଗବାନଙ୍କୁ ବି ଛାଡୁନାହାନ୍ତି ଅପରାଧୀ । କେଉଁ ମନ୍ଦିରରୁ ମୂର୍ତ୍ତୀ ଚୋରୀ ତ ଆଉ କେଉଁଠି ଭଗବାନଙ୍କ ପାଖରେ ଦାନ କରାଯାଇଥିବା ସୁନା ମୁକୁଟ, ଟଙ୍କା ଚୋରି ଖବର ସାମ୍ନାକୁ ଆସୁଛି । ଠିକ୍ ଏହିଭଳି ଏକ ଘଟଣା ବାଲେଶ୍ବର ରୁ ଆସିଛି । ବାଲେଶ୍ବର ସୋର ବ୍ଳକ କୁପାରୀ ରାସ୍ତାକଡ଼ରେ ଥିବା ମା’ ତାରିଣୀ ମଙ୍ଗଳା ପୀଠରୁ କଳାକନା ବୁଲାଇଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ମାଆଙ୍କ ବିଗ୍ରହ, ସର୍ଵମଙ୍ଗଳାଙ୍କ ପିତ୍ତଳ ମୂର୍ତ୍ତି, ରାଧାକୃଷ୍ଣ ମୂର୍ତ୍ତି, ରଘୁନାଥ ଠାକୁର, ଶାଳଗ୍ରାମ ଠାକୁର, ଘଣ୍ଟା, ରୂପା ମୁକୁଟ, ଆଖି, ପାଟି, ମାଆଙ୍କ ମୁଖା ସହ ଦାନ ଅର୍ଥ ଲୁଟିନେଇଛନ୍ତି ଲୁଟେରା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!