Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
April 10, 2021
in Feature News
ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ
199
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ଓଡ଼ିଶା ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଆଜି ଜିଲ୍ଲା ଜଜକୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲରେ ୫୪୪ଟି ଦେୱାନୀ ଓ ଫୌଜଦାରୀ ମାମଲା ଆଗତ କରାଯାଇ ୬୪ ଟି ମାମଲାର ଫଇସଲା କରାଇଯାଇଛି । ୧୯୦ଟି ବ୍ୟାଙ୍କ ଋଣ ଅନାଦେୟ ମାମଲା ମଧ୍ୟରୁ ୫୬ ଟି ଫଇସଲା କରାଯାଇ ୭ ଲକ୍ଷ ୮୯ ହଜାର ୬୭୧ ଟଙ୍କା ଆଦାୟ କରାଯାଇଛି । ଜିଲ୍ଲା ଜଜକୋର୍ଟଙ୍କ ପକ୍ଷରୁ ୬ ଗୋଟି ଗାଡ଼ି ମୋଟର ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ ୩୨ ଲକ୍ଷ ୫୦ ହଜାର ଏବଂ ଅତିରିକ୍ତ ଜିଲ୍ଲା ଜଜକୋର୍ଟଙ୍କ ପକ୍ଷରୁ ୧୦ ଗୋଟି ମାମଲା ଫଇସଲା କରାଯାଇ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ଆଦେଶ ପ୍ରଦାନ କରାଯାଇଛି । ୧୦୮ ଗୋଟି ଦେୱାନ ମାମଲାରୁ ୩୦ ଗୋଟି ମାମଲା ୩୦ଟି ମାମଲା ଫଇସଲା କରାଯାଇଛି । ଏଥିସହିତ ୧ଟି ଚେକ ବାଉନ୍ସ ମାମଲା, ୨ଟି ମନି ରିକୋଭରୀ ମାମଲା, ୧୩ ପରିବାର ଜନିତ ମାମଲା ଫଇସଲା କରାଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲାଜଜ ରୂପଶ୍ରୀ ଚୈାଧୁରୀ, ଅତିରିକ୍ତ ଜିଲ୍ଲାଜଜ ଇତିଶ୍ରୀ ମହାପାତ୍ର, ପରିବାର ଅଦାଲତ ପ୍ରଶାନ୍ତ କୁମାର ମିଶ୍ର, ରେଜିଷ୍ଟାର ଚିତ୍ତରଞ୍ଜନ ମିଶ୍ର, ସବଜଜ୍ ଅମିତାଭ ପଣ୍ଡା ଏବଂ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!