Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନବିଭାଗ ମଦ ଧରିଲା, ପୁଲିସ କଲା ଗିରଫ

by ସଞ୍ଜୟ ସ୍ୱାଇଁ
October 31, 2020
in Nayagarh
ବନବିଭାଗ ମଦ ଧରିଲା, ପୁଲିସ କଲା ଗିରଫ
729
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବନବିଭାଗ ଗତ କିଛିମାସ ଧରି ରାତ୍ରି ପାଟ୍ରୋଲିଂ ଜୋର୍‌ଦାର କରିଛି । ଯାହାଦ୍ୱାରା କି ଏହି ଦୁଇମାସ ଭିତରେ ଅନେକ କାଠ ଜବତ ହେବା ସହ ଆସାମୀ ଗିରଫ ହୋଇଛନ୍ତି । ଗତକାଲି ଓଡ଼ଗାଁ ବନବିଭାଗ ପକ୍ଷରୁ ରାତ୍ରି ପାଟୋଲିଂ ଚାଲିଥିବା ସମୟରେ ବାହାଡ଼ଝୋଲା ଗୁମି ରାସ୍ତାରେ ଅଟୋସହ ଦେଶୀମଦ ନେଇଯାଉଥିବା ଏକ ଗାଡ଼ି ସହ ଦୁଇଜଣକୁ ଅଟକ ରଖିଥିଲେ । ଫରେଷ୍ଟର ସରିତା ବରାଳଙ୍କ ନେତୃତ୍ୱରେ କାଠଗାଡ଼ି ଚେକିଂ ଚାଲୁଥିବା ସମୟରେ ମଦଗାଡ଼ି ଧରାପଡିଥିଲା । ବନବିଭାଗ ପକ୍ଷରୁ ବାହାଡ଼ଝୋଲା ଫାଣ୍ଡିରେ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ଓଡ଼ଗାଁ ପୋଲିସ ପକ୍ଷରୁ କେସ୍ ନଂ ୨୦୪ରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ଅଟୋସହ ୩୬ ଲିଟର ଦେଶୀମଦ ଜବତ କରାଯାଇଛି । ଅଟୋ ଡ୍ରାଇଭର ମାନସ ସେଠୀ ଓ ଆନନ୍ଦ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ଭାବେ ଓଡ଼ଗାଁ ଥାନା ପକ୍ଷରୁ ଆଜି ଚଢ଼ାଉ କରାଯାଇ ୨୦ ଲିଟର ମଦ ଜବତ କରାଯିବା ସହ କେସ୍ ନଂ ୨୦୫ରେ ଏକ ମାମଲା ରୁଜୁ କରାଯାଇ ପଦ୍ମନାଭ ବରାଡଙ୍କୁ ଗିରଫ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!