Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ ବ୍ୟବସାୟୀ ଛାନିଆ, ୫ଟି ମଦ ଦୋକାନ ସିଲ୍

by ସଞ୍ଜୟ ସ୍ୱାଇଁ
June 29, 2021
in Crime, State
ମଦ ବ୍ୟବସାୟୀ ଛାନିଆ, ୫ଟି ମଦ ଦୋକାନ ସିଲ୍
536
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କରୋନାର ମୁକାବିଲା ପାଇଁ ସରକାର ଯେତେ କଟକଣା ଲାଗୁ କଲେ ବି ଲୋକାମନେ ଏହାକୁ ଫୁ’ କରି ଉଡ଼ାଇଦେଉଛନ୍ତି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୫ଟି ମଦ ଦୋକାନ ସିଲ୍ ହୋଇଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ମଦ ଦୋକାନ ସିଲ୍ କରିଛି ବିଏମସି । ତେବେ ଜୟଦେବ ବିହାର ଓ ଆଚାର୍ୟ୍ୟ ବିହାରରେ ଥିବା ମଦ ଦୋକାନ ସିଲ୍ କରାଯାଇଛି । ଏହା ସହିତ ରସୁଲଗଡ଼, ଡମଣା ଛକ ଓ କେୟାର ହସ୍ପିଟାଲ ସମ୍ମୁଖରେ ଥିବା ମଦ ଦେକାନ ସିଲ୍ ହୋଇଛି । କରୋନା ନିୟମ ନମାନି ମଦ ବିକ୍ରି କରୁଥିବାରେୁ ଏଭଳି ପଦକ୍ଷେପ ନେଇଛି ବିଏମସି । ବିଡିଓ ଏନଫୋର୍ସମେଣ୍ଟ ଟିମ୍ ଓ ବିଏମସିର ମିଳିତ ସହଯୋଗରେ ଚଢ଼ାଉ କରାଯାଇଛି । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ଦୋକାନ ଆଦିକୁ ସିଲ୍ କରିଥିଲା ବି.ଏମ.ସି । ବିଭିନ୍ନ ସ୍ଥାନରେ ଏମଫେଡ୍ ଦୋକାନ ସମେତ ବାପୁଜୀ ନଗର ମାର୍କେଟ, ତାରିଣୀ ବସ୍ତ୍ରାଳୟ ସିଲ କରାଯିବା ସହ ମୋଟା ଅଙ୍କର ଫାଇନ୍ ଆଦାୟ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!