Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଅକୁ ୧୩ ବର୍ଷ ହେବା ପରେ ବାପ-ମା’ ରୀତିନୀତିରେ କଲେ ବିବାହ, ବରକୁ ୫୮ ବର୍ଷ ବୟସ ଏବଂ କନ୍ୟାକୁ ୫୦ ବର୍ଷ ବୟସ

by ସଞ୍ଜୟ ସ୍ୱାଇଁ
July 15, 2021
in Lifestyle, NATIONAL NEWS
ପୁଅକୁ ୧୩ ବର୍ଷ ହେବା ପରେ ବାପ-ମା’ ରୀତିନୀତିରେ କଲେ ବିବାହ, ବରକୁ ୫୮ ବର୍ଷ ବୟସ ଏବଂ କନ୍ୟାକୁ ୫୦ ବର୍ଷ ବୟସ
191
VIEWS
Share on FacebookShare on Twitter

ଲକ୍ଷ୍ନୌ, (ବାଘୁଆବାର୍ତ୍ତା): ଉତ୍ତରପ୍ରଦେଶର ଉନ୍ନାଓରେ ଏକ ବିରଳ ଘଟଣା ଦେଖିବାବାକୁ ମିଳିଛି । ୨୦ ବର୍ଷ ଏକାଠି ରହିବା ପରେ ଶେଷରେ ବିବାହ କରିଛନ୍ତି ଦମ୍ପତ୍ତି । ସବୁଠାରୁ କୌତହଳ କଥା ହେଉଛି ବାପା-ମା’ ଙ୍କର ବିବାହ ଦେଖିଲା ୧୩ ବର୍ଷର ପୁଅ । ଦୀର୍ଘ ୨୦ ବର୍ଷ ଏକଠି ରହିବା ପରେ ଏବେ ବିବାହ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବରକୁ ୫୮ ବର୍ଷ ବୟସ ହୋଇଥିବା ବେଳେ ଏବଂ କନ୍ୟାକୁ ୫୦ବର୍ଷ ବୟସ । ବରର ଭଉଣୀ କହିଛନ୍ତି କି ଉଭୟ ୨୦ ବର୍ଷ ପୂର୍ବେ କୋର୍ଟ ବିବାହ କରିଥିଲେ କିନ୍ତୁ କୌଣସି କାରଣରୁ ରୀତିନୀତି ଅନୁଯାୟୀ ବିବାହ ହୋଇପାରିନଥିଲା। କିନ୍ତୁ ସେମାନେ ପରସ୍ପର ସହ ରହୁଥିଲେ। ବର୍ତ୍ତମାନ ପରିବାରର ସହମତି ପରେ ଉଭୟଙ୍କ ବିବାହ ପାରମ୍ପାରିକ ଢଙ୍ଗରେ କରାଯାଇଛି । ଉନ୍ନାଓର ମିୟାଗଞ୍ଜ ବ୍ଲକ ସ୍ଥିତ ରସୁଲପୁର ରୁରୀ ଗାଁର ବାସିନ୍ଦା ନାରାୟଣ ରାୟଦାସ ତାଙ୍କ ପ୍ରେମିକା ରାମରାତିଙ୍କୁ ବିବାହ କରିଛନ୍ତି । କୁହାଯାଉଛି କି ଉଭୟ ଗତ ୨୦ବର୍ଷ ହେଲା ଲାଇଭ-ଇନରେ ରହୁଥିଲେ। ସେମାନଙ୍କର ମଧ୍ୟ ୧୩ ବର୍ଷର ପୁଅ ଅଛି । ଗ୍ରାମ ମୁଖ୍ୟ ଓ ଗ୍ରାମବାସୀ ମିଶି ବିବାହ ଶୋଭାଯାତ୍ରା କରିବା ପାଇଁ ବ୍ୟବସ୍ଥା କରିଥିଲେ । ଏହା ସହ ବର ଓ କନ୍ୟାଙ୍କୁ ନେଇ ଗାଡି ଗାଁ ବାହାରେ ଥିବା ବ୍ରହ୍ମ ଦେବ ବାବାଙ୍କ ମନ୍ଦିରକୁ ନେଇଥିଲେ ପରେ ରୀତିନୀତି ବିବାହ ହୋଇଥିଲା । ଗାଁ ମୁଖିଆଙ୍କ ଦ୍ୱାରା କରାଯାଇଥିବା ଏହି ବିବାହ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!