ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି କନ୍ୟାସୁରକ୍ଷା ପାଇଁ ଅନୁଷ୍ଠିତ ମାନବଶୃଙ୍ଖଳ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ବଜାରରୁ ଲେମ୍ବୁ କିଣିଛନ୍ତି । ମନ୍ତ୍ରୀ ଡ. ସାହୁ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରୁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଆସିବା ସହ ପରିବା ମାର୍କେଟଠାରୁ କିଛି ଲେମ୍ବୁ କିଣିବା ସହ ପରିବା ମାର୍କେଟରେ ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।






