Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇନଜୀବୀ ସଂଘ ନିର୍ବାଚନ, ସଭାପତି ପଦ ପାଇଁ ୩ ପାର୍ଥୀ

by ସଞ୍ଜୟ ସ୍ୱାଇଁ
March 12, 2020
in Feature News
ଆଇନଜୀବୀ ସଂଘ ନିର୍ବାଚନ, ସଭାପତି ପଦ ପାଇଁ ୩ ପାର୍ଥୀ
32
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଆଇନଜିବୀ ସଂଘର ନିର୍ବାଚନ ପାଇଁ କୋର୍ଟ ଚଳଚଂଚଳ ହୋଇପଡ଼ିଥିବା ନାମାଙ୍କନ ସହ ଚୁଡ଼ାନ୍ତ ପାର୍ଥୀ ତାଲିକା ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ମାସ ୨୮ ତାରିଖରେ ଆଇନଜୀବୀ ସଂଘର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରକାଶ ପାଇଛି ଚୁଡାନ୍ତ ପାର୍ଥୀ ତାଲିକା ଅନୁଯାୟୀ ସଂଘ ସଭାପତି ପଦ ପାଇଁ ତିନି ଜଣ ପାର୍ଥୀ ରହିଥିବା ଜଣାଯାଇଛି । ଆଇନଜୀବୀ ବଂଶୀଧର ରାଉତରାୟ, ପ୍ରସନ୍ନ କୁମାର ରଥ ଏବଂ ରଣଜିତ୍ ଦାଶ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ଉପସଭାପତି ପଦ ପାଇଁ ମଦନ ମୋହନ ପଣ୍ଡା, ପ୍ରମୋଦ କୁମାର ଦାଶ ନିର୍ବାଚନ ଲଢ଼ୁଛନ୍ତି । ସେହିଭଳି ସଂପାଦକ ପଦ ପାଇଁ ଅରୁଣ କୁମାର ମହାପାତ୍ର, କାଳୁ ଚରଣ ସ୍ୱାଇଁ, ନିରଞ୍ଜନ ମିଶ୍ର, ସମୀର କୁମାର ନାୟକ ନିର୍ବାଚନ ଲଢ଼ୁଥିବା ବେଳେ ଯୁଗ୍ମ ସଂପାଦକ ପଦ ପାଇଁ ଅଜୟ କୁମାର ରାଉତ, ବିଶ୍ୱରଂଜନ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାଯାଇଛି । ସେହିଭଳି କ୍ରୋଷାଧ୍ୟକ୍ଷ ପଦ ପାଇଁ ନୃସିଂହ ଚରଣ ପଟ୍ଟନାୟକ ଏବଂ ପ୍ରଶାନ୍ତ କୁମାର ଜେନାଙ୍କ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ଆଇନଜିବୀ ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହିତ ୬ଜଣ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ଆଇନଜୀବୀ ଚିତ୍ତରଂଜନ ପ୍ରଧାନ, ନିରଞ୍ଜନ ବିଶ୍ୱାଳ, ଶୈଲେନ୍ଦ୍ର ନାରାୟଣ ପଟ୍ଟନାୟକ, ଶୁଭେନ୍ଦୁ କୁମାର ଦାଶ, ତ୍ରିନାଥ ନାୟକ କାର୍ଯ୍ୟ ନିର୍ବାହୀ ସଦସ୍ୟ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!