ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ଆଇନଜୀବୀ ରଣଜିତ ଦାଶ, ସମ୍ପାଦକ ଭାବେ ସ୍ୱଦେଶ ମିଶ୍ର, କୋଷାଧ୍ୟକ୍ଷ ଭାବେ ବିଶ୍ୱେଷ ରଞ୍ଜନ ମହାପାତ୍ର ନିର୍ବାଚିତ ହୋଇଛନ୍ତି । ସଦସ୍ୟ ଭାବେ ବିଭୂଦତ୍ତ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ହରେକୃଷ୍ଣ ପ୍ରଧାନ, ନିରାକାର ମହଲ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ, ସୁନୀଲ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି ।





