Sunday, August 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ଅଘଟଣ, ସିଂହାସନରୁ ଚୋରୀ ପରେ ବଡ଼ପଣ୍ଡାଙ୍କ ପରଲୋକ 

by ସଞ୍ଜୟ ସ୍ୱାଇଁ
February 21, 2025
in Breaking, Nayagarh
ପୁଣି ଅଘଟଣ, ସିଂହାସନରୁ ଚୋରୀ ପରେ ବଡ଼ପଣ୍ଡାଙ୍କ ପରଲୋକ 
916
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଗତକାଲି ଚୋରୀ ପରେ ବିଳମ୍ବିତ ରାତିରେ ପୂର୍ବତନ ବଡ଼ପଣ୍ଡାଙ୍କ ପରଲୋକ ହୋଇଛି l ଏଭଳି କାହିଁକି ଘଟିଲା ସମସ୍ତଙ୍କୁ ଚକିତ କରିଛି l ଦୀର୍ଘ ୫୦ ବର୍ଷ ଧରି ମହାପ୍ରଭୁଙ୍କ ବଡ଼ପଣ୍ଡା ଭାବେ କାର୍ଯ୍ୟ କରି ଆସୁଥିଲେ l କିନ୍ତୁ ଦୁଇ ବର୍ଷ ହେଲା ବାର୍ଦ୍ଧକ୍ୟ ଜନିତ କାରଣରୁ ବଡ଼ପଣ୍ଡା କାର୍ଯ୍ୟରୁ ନିବୃତ ରହିଥିଲେ l ଗତକାଲି ସକାଳୁ ନୟାଗଡ଼ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ୱାର କବାଟ ଭାଙ୍ଗି ରତ୍ନ ସିଂହାସନ ଉପରେ ଚଢ଼ି ମହାପ୍ରଭୁ ଜଗନ୍ନାଥ,  ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ୫ଟି ରୁପା କିରଟ, ୫ ଗୋଟି ଚିତା, ନାକ ଚଣା ଏଭଳି ସମସ୍ତ ଜିନିଷ ଦୁର୍ବୁତ ମାନେ ଲୁଟ କରି ନେଇଛନ୍ତି । ମୋଟ ୧୩୦୦ ଗ୍ରାମର ଅଳଙ୍କାର ଏବଂ ହୁଣ୍ଡିଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଘଟଣା ନୟାଗଡ଼ ଜିଲ୍ଲା ସାରା ଖେଳି ଯାଇଥିଲା l ଏନେଇ ମନ୍ଦିର ପ୍ରଶାସନ ତରଫରୁ ଟାଉନ ଥାନାରେ ଅଭିଯୋଗ ହେବା ପରେ, ପୁଲିସ ତଦନ୍ତ ଆରମ୍ଭ କରିଛି l ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ପକ୍ରିୟାକୁ କ୍ରିୟାଶୀଳ କରିଛି l ଏଭଳି ସ୍ଥିତିରେ ପୂର୍ବତନ ବଡ଼ପଣ୍ଡା ତଥା ନୀଳାଦ୍ରିପୁର ନିବାସୀ ଉଦୟନାଥ ଦାଶଙ୍କ ପରଲୋକ ହୋଇଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!