Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁରାଳସାଧନ କେନ୍ଦ୍ରସ୍ତରୀୟ ଶିକ୍ଷଣ ଫଳାଫଳ କର୍ମଶାଳା ଏବଂ ପ୍ରଶ୍ନପତ୍ର ପ୍ରସ୍ତୁତି

by Sanjay Swain
April 5, 2021
in Nayagarh
କୁରାଳସାଧନ କେନ୍ଦ୍ରସ୍ତରୀୟ ଶିକ୍ଷଣ ଫଳାଫଳ କର୍ମଶାଳା ଏବଂ ପ୍ରଶ୍ନପତ୍ର ପ୍ରସ୍ତୁତି
497
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): କୁରାଳ ସାଧନ କେନ୍ଦ୍ରସ୍ତରୀୟ ଏକ ଶିକ୍ଷଣ ଫଳାଫଳ କର୍ମଶାଳା କୁରାଳ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷୟିତ୍ରୀ ଲୋଟସ,ଶିକ୍ଷକ ସୁଶାନ୍ତ କୁମାର ମିଶ୍ର ଏବଂ ଶିକ୍ଷୟିତ୍ରୀ ଟୁନି ଦେବୀ ପ୍ରଭୁଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କର୍ମଶାଳାର ଅୟମାରମ୍ଭ କରିଥିଲେ।ସାଧନକର୍ମୀ ସନ୍ତୋଷ କୁମାର ସାହୁଙ୍କ ଦ୍ୱାରା ଶିକ୍ଷଣ ଫଳାଫଳ କଣ? ଶ୍ରେଣୀଭିନ୍ନତା ଭିତ୍ତିରେ ଶିକ୍ଷଣ ଫଳାଫଳକୁ ପାଠ୍ୟପୁସ୍ତକ ସହିତ ସଂଯୋଗୀକରଣ ଏବଂ ପାଠ୍ୟ ବହି ବହିର୍ଭୁତ ପ୍ରଶ୍ନପତ୍ର କିନ୍ତୁ ଶିକ୍ଷଣ ଫଳାଫଳଭିତ୍ତିକ ପ୍ରଶ୍ନ ପ୍ରସ୍ତୁତି ପାଇଁ ସୂଚନା ଦେଇଥିଲେ।ଆଜିର କାର୍ଯ୍ୟକ୍ରମରେ ୧୧ଟି ବିଦ୍ୟାଳୟରୁ ୩୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ Teaching learning material ଏବଂ ପ୍ରଶ୍ନପତ୍ର ପ୍ରସ୍ତୁତି କରିଥିଲେ।ଦଣ୍ଡୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ,ଡହଙ୍ଗୀ ଉ.ପ୍ରା ବିଦ୍ୟାଳୟର ଆନନ୍ଦଚନ୍ଦ୍ର ସାହୁ,ମଦନପୁର ପ୍ରାଥମିକ ଶିକ୍ଷକ ସୁଶାନ୍ତ କୁମାର ମିଶ୍ର ,ହନୁମନ୍ତିଆ ଉ.ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ,ନାଉରିଆଗୋଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମହନ୍ତ ସେଠି ଶିକ୍ଷଣ ଫଳାଫଳକୁ ସଂଯୋଗ କରି ନିଜନିଜର ପ୍ରଶ୍ନପତ୍ରଗୁଡିକୁ ଉପସ୍ଥାପନ କରିଥିଲେ ।ପ୍ରଶ୍ନପତ୍ର ଗୁଡ଼ିକ ବହୁତ ଉଚ୍ଚକୋଟିର ଥିବା ସ୍ଥଳେ ସମସ୍ତଙ୍କୁ କରତାଳି ଦେଇ ଉତ୍ସାହିତ କରାଯାଇଥିଲା।

କମ ଖର୍ଚ୍ଚରେ କିପରି ଟି.ଏଲ.ଏମ ପ୍ରସ୍ତୁତି ଏବଂ ସଂଗ୍ରହ କରାଯିବ ସେଥିନିମନ୍ତେ ଆଲୋଚନା ମଧ୍ୟ କରାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନକର୍ମୀ ସନ୍ତୋଷ କୁମାର ସାହୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!