Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁରାଳ ଡାକ୍ତରଖାନାରେ ତାଲା ପକାଇଲେ ଗ୍ରାମବାସୀ

by ସଞ୍ଜୟ ସ୍ୱାଇଁ
February 4, 2020
in Breaking
କୁରାଳ ଡାକ୍ତରଖାନାରେ ତାଲା ପକାଇଲେ ଗ୍ରାମବାସୀ
23
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଯୋଗୁଁ ଗ୍ରାମବାସୀମାନେ ତାଲା ପକାଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୫ବର୍ଷ ହେଲା ଡାକ୍ତର ନଥିବା ବେଳେ ଯେଉଁ ଆୟୁଷ ଡାକ୍ତର ଅଛନ୍ତି ସେ ଠିକ୍ ସମୟରେ ଆସୁନାହାନ୍ତି ଯାହାଫଳରେ ଆଖପାଖ ୧୦ଖଣ୍ଡ ଗ୍ରାମର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଜନସାଧାରଣ ବିଭିନ୍ନ ଦାବି ନେଇ ଆଜି ଡାକ୍ତରଖାନାକୁ ତାଲା ପକାଇଦେଇଥିଲେ । ଉକ୍ତ ଡାକ୍ତରଖାନାରେ ଜଣେ ମାତ୍ର କମ୍ପାଉଣ୍ଡର ଥିବା ବେଳେ ସେ ମଧ୍ୟ ବହୁ ସମୟ ଅନୁପସ୍ଥିତ ରହି ଜନସାଧାରଣଙ୍କୁ ସଠିକ୍ ବ୍ୟବହାର ଦେଖାଉନଥିବା ସାଧାରଣରେ ଅଭିଯୋଗ ଆସିଛି । ଠିକ୍ ସମୟରେ ଡାକ୍ତରଖାନାକୁ ନଆସିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ଗ୍ରାମବାସୀଙ୍କ ତରଫରୁ ହୋଇଛି । ଡାକ୍ତରଖାନାରେ ଥିବା ଅନ୍ୟ କର୍ମଚାରୀମାନେ ନିଜ ମନଇଛାରେ ଡାକ୍ତରଖାନା ଖୋଲୁଥିବା ବେଳେ ଜୁରୁରୀକାଳୀନ ପରିସ୍ଥିତି ସମୟରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ସମସ୍ୟାର ପ୍ରତିବାଦ କରି ଗ୍ରାମବାସୀଙ୍କ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!