Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁରାଳ ଉପଡାକଘର ନୂତନଗୃହର ଶୁଭ ଉଦଘାଟନ

by ସଞ୍ଜୟ ସ୍ୱାଇଁ
June 12, 2021
in Nayagarh, State
କୁରାଳ ଉପଡାକଘର ନୂତନଗୃହର ଶୁଭ ଉଦଘାଟନ
469
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଡାକବିଭାଗ ଆନୁକୂଲ୍ୟରେ ଦିବା ୧୦ ଘଟିକା ସମୟରେ କୁରାଳ ଉପଡାକଘର ନୂତନ କାର୍ୟ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଅଛି । ମୁଖ୍ୟ ଅତିଥିରୂପେ ଲଳିତ ମୋହନ ତ୍ରିପାଠୀ ଯୋଗଦେଇଥିବାବେଳେ ଉପଡାକଘର ପୋଷ୍ଟମାଷ୍ଟର ରମେଶ ଚନ୍ଦ୍ର ଦୋରା ଉପସ୍ଥିତ ଥିଲେ । ତତସଙ୍ଗେସଙ୍ଗେ ଡାକବିଭାଗ କର୍ମଚାରୀ ଅଶୋକ ଶଙ୍କର ସାହୁ , ଚିନ୍ମୟ ପାଲ,ବାଳକୃଷ୍ଣ ବେହେରା,ବିରେନ୍ଦ୍ର କୁମାର ପାତ୍ର,ପୋଷ୍ଟାଲ ପ୍ରତିନିଧି ସୁରଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ପୂର୍ବରୁ ନୟାଗଡ଼ ଜିଲ୍ଲା ଡାକବିଭାଗର ଅଧ୍ୟକ୍ଷ ଭରତ ପାତ୍ରଙ୍କ ଦ୍ଵାରା ଶୁଭ ଉଦଘାଟନ କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଥିଲେ ସୁଦ୍ଧା ଜରୁରିକାଳୀନ କାର୍ଯ୍ୟ ନିମନ୍ତେ ସେ ଯୋଗ ଦେଇପାରିନଥିଲେ । ପ୍ରକାଶ ଥାଉ କି ପୂର୍ବରୁ କୁରାଳ ଉପଡାକଘର ନେଳିଆ ସାହିରେ କାର୍ୟ୍ୟ କରୁଥିବାବେଳେ ଆଜିଠାରୁ କୁରାଳ ଚଣ୍ଡୀଛକଠାରେ କାର୍ଯ୍ୟକାରି ହେବ । ସରକାରଙ୍କର କୋଭିଡ ନିୟମ ଅନୁପାଳନପୂର୍ବକ ସମସ୍ତ କାର୍ୟ୍ୟକ୍ରମ ସୁଚାରୁରୂପେ ସଂପାଦନ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!