Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁନ୍ତଳା କୋଳକୁ ଫେରିଲା ଢୁଡ

by ସଞ୍ଜୟ ସ୍ୱାଇଁ
March 17, 2021
in Lifestyle, State
କୁନ୍ତଳା କୋଳକୁ ଫେରିଲା ଢୁଡ
532
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସ୍ନେହ ଆଦର ପଛରେ ଫିକା ପଡିଲା ଜଙ୍ଗଲର ଖୋଲା ଆକାଶ । ୧୦ମାସ ତଳେ ଆହାତ ହୋଇ ଜଙ୍ଗଲରେ ପଡିଥିଲା । ତା’କୁ ଦେଖି ବ୍ୟାକୁଳ ହୋଇଥିଲା କୁନ୍ତଳା । ଘରକୁ ଆଣି ଦୀର୍ଘ ୧୦ମାସ ଧରି ସେବା ଶୁସୁର୍ଶା କରି ଭଲ କଲେ । ସ୍ନେହ ଆଦରରେ ବଢିଲା ଢୁଡ । ସେ ଢୁଡ ଆଉ କିଏ ନୁହେଁ, ସେ ହେଉଛି ଜଙ୍ଗଲି ପଶୁ ବାରହା । ଜଙ୍ଗଲି ପଶୁ ବାରହା ର ଆଦବାସୀ ମହିଳା କୁନ୍ତଳା ନାମ ଦେଇଥିଲେ ଢୁଡ । ଢୁଡକୁ ୧୦ମାସ ପାଖରେ ରଖିଥିବା ବେଳେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ବାରହା ଢୁଡ ଓ କୁନ୍ତଳାଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା ଟାଣିଥିଲା । ଚଳିତ ମାସ ୯ତାରିଖ ଦିନ ବିନ ବିଭାଗର କର୍ମଚାରୀମାନେ ପହଞ୍ôଚ କୁନ୍ତଳା ପେଣ୍ଠେଇଙ୍କ ପାଖରୁ ବାରହା ଢୁଡକୁ ଉଦ୍ଧାର କରି ନିକଟସ୍ଥ ଅଗନାଅଗନୀ ଜଙ୍ଗଲରେ ଛାଡି ଦେଇଥିଲେ । ତେବେ ଢୁଡକୁ ଦୂରେଇ କୁନ୍ତଳା ଖାଇବା ପିଇବା ଛାଡି ଦେଇଥିଲେ । ଦିନରାତି ଢୁଡ ଢୁଡ ହୋଇ ଚିକ୍ରାର କରୁଥିଲେ । ଢୁଡ ପ୍ରତି କୁନ୍ତଳାର ଭଲପାଇବା ସ୍ନେହ ଆଦର ଯୋଗୁଁ କୁନ୍ତଳା ଘରୁ ଖାଇବା ନେଇ ଜଙ୍ଗଲରେ ଘୁରି ଘୁରି ବାରହା ଢୁଡକୁ ଖୋଜୁଥିଲା । ଭଗବାନ ବିଚିତ୍ର ଲିଳା, ଜଙ୍ଗଲରେ କୁନ୍ତଳା ଢୁଡକୁ ଖୋଜି ନପାଇ ଘରକୁ ଫେରିଲା ବେଳକୁ ଢୁଡ ଦୌଡି ଦୌଡି କୁନ୍ତଳା ପାଖକୁ ଆସି ତା’କୋଳରେ ମୁଣ୍ଡ ରଖି ଥକା ମାରିଲା । ଢୁଡକୁ ଦେଖି ମଧ୍ୟ କୁନ୍ତଳା ମନରେ ଖୁସିର ଲହରୀ ଖେଳିଯାଇଥିଲା । ଏଭଳି ଘଟଣା ଦେଖାଇ ଦେଇଛି କେନ୍ଦୁଝର ଅଞ୍ଚଳରେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!