Thursday, July 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘଡ଼ି ଭାଙ୍ଗିଲା କୁନିପିଲା ମୁଖ୍ୟମନ୍ତ୍ରୀଙ୍କୁ ଦାନକଲେ ସଞ୍ଚିତ ପଇସା

by ସଞ୍ଜୟ ସ୍ୱାଇଁ
April 20, 2020
in Nayagarh, State
ଘଡ଼ି ଭାଙ୍ଗିଲା କୁନିପିଲା ମୁଖ୍ୟମନ୍ତ୍ରୀଙ୍କୁ ଦାନକଲେ ସଞ୍ଚିତ ପଇସା
32
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗରୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହଯୋଗର ହାତ ବଢାଇ ଦେଇଛନ୍ତି । ନୟାଗଡ଼ ଜିଲ୍ଲାର ଏକ କୁନିପିଲାର କରୋନା ପାଇଁ ସାହାଯ୍ୟର ମନୋବୃତ୍ତି ସମସ୍ତଙ୍କୁ ସଚେତନତା କରାଇବ । ୯ବର୍ଷର ବାଳକ କୁମାର ୟସରାଜ୍ ନିଜ ଘଡ଼ିରେ ସଞ୍ଚିତ କରି ରଖିଥିବା କଏନ୍‌କୁ ଭାଙ୍ଗି ଆଜି ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟଙ୍କୁ ୫ହଜାର ୩୫୦ ଟଙ୍କା ପ୍ରଦାନ କରିଛନ୍ତି । ଓଡ଼ଗାଁ ଉଦ୍ୟାନ ବିଭାଗର ଅଧିକାରୀ ଅଜିତ୍ କୁମାର ନାୟକ ଏବଂ ବିଜୟିତା ସାମନ୍ତସିଂହାର ତହସିଲଦାର ଓଡ଼ଗାଁଙ୍କ ପୁତ୍ର କୁମାର ୟସ୍‌ରାଜ୍ ଆଜି ଏଳି ଅଭିନବ ପ୍ରୟାସ କରିଛନ୍ତି । କୁମାର ୟସ୍‌ରାଜ୍‌ଙ୍କ ଏଭଳି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି । କୁନିପିଲାଟିର ମାନବିକତାକୁ ନେଇ ସବୁଠୁ ଚର୍ଚ୍ଚା ଜୋର୍ ଧରିଛି । ଖେଳକୁଦ ବୟସରେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସାହାଯ୍ୟ କରିବାର ମନୋବୃତ୍ତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!