Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟାରେ ଫାଟୁସିନେରୀରେ ତେଲୁଗୁ ଫଳକ ପୋତିଲା ଆନ୍ଧ୍ର

by ସଞ୍ଜୟ ସ୍ୱାଇଁ
September 27, 2021
in State
ବାତ୍ୟାରେ ଫାଟୁସିନେରୀରେ ତେଲୁଗୁ ଫଳକ ପୋତିଲା ଆନ୍ଧ୍ର
102
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): କୋଟିଆ ପଞ୍ଚ।ୟତରେ ତେଲୁଗୁ ଭାଷାର ପ୍ରସାର ପାଇଁ ଆନ୍ଧ୍ର ଷଢ଼ଯନ୍ତ୍ର କରିଛି । ବାତ୍ୟା ରାତ୍ରିରେ ଆନ୍ଧ୍ର ତେଲୁଗୁ ଭାଷାରେ ଫାଟୁସିନେରୀରେ ଫଳକ ଲଗାଇଛି । କୋଟିଆ ବିବାଦୀୟ ଗ୍ରାମରେ ତେଲୁଗୁ ଭାଷାର ଅଧିକ ପ୍ରସାର ପାଇଁ ଆନ୍ଧ୍ର ଅଣ୍ଟ। ଭିଡ଼ିଛି । ତେଣୁ ଗୁଲାବ ବାତ୍ୟା ରାତ୍ରିରେ କୋଟିଆର ବିବାଦୀୟ ଗ୍ରାମ ଫାଟୁସିନେରୀ ଏବଂ ହରମାଣ୍ଡିଂ ଛକରେ ଆନ୍ଧ୍ର ପକ୍ଷରୁ ଫଳକ ପୋତାଯାଇଛି । କୋଟିଆ ଅ ଳରେ ଥିବା ଆନ୍ଧ୍ର ଏଜେ ମାନେ ଆନ୍ଧ୍ର ଅଧିକାରୀଙ୍କ ପରୋଚନାରେ ଫାଟୁସିନେରୀରେ ଗ୍ରାମ ନାମ ଫଳକ ପୋତିଥିବା ବେଳେ ଅନ୍ୟ ଏକ ଫଳକ ହରମାଣ୍ଡିଂ ଛକରେ ପୋତିଛନ୍ତି । ଫାଟୁସିନେରୀରେ ଲଗାଯାଇଥିବା ଫଳକ କେବଳ ଫାଟୁସିନେରୀ ଗ୍ରାମାଞ୍ଚଳ ନାମ ରହିଥବବା ବେଳେ ହରମାଣ୍ଡିଂ ଛକରେ ଲାଗିଥିବା ବୋର୍ଡ଼ରେ ଉକ୍ତ ଅଞ୍ଚଳର ବିଭିନ୍ନ ଗ୍ରମା ନାମ ଲେଖି ଲଗା ଯାଇଛି । କେଉଁ ଗ୍ରାମ କେଉଁ ଦିଗକୁ ରହିଛି ଉକ୍ତ ବୋର୍ଡ଼ରେ ସଙ୍କେତ ଦିଆ ଯାଇଛି । ବିଶେଷକରି କୋଟିଆରେ ତେଲୁଗୁ ଭାଷର ପ୍ରସାର ପାଇଁ ଆନ୍ଧ୍ର ଏଜେ ମାନେ ଅହରହ ଉଦ୍ୟମ କରି ଆସୁଛନ୍ତି । ଏହି ଅ ଳରେ ଆନ୍ଧ୍ର ପକ୍ଷରୁ ୧୫ ହଜାର ଟଙ୍କା ଲୋଭନୀୟ ପ୍ୟାକେଜରେ ନିଯୁକ୍ତ ପାଇଥିବା ଏହି ଏଜେ ମାନଙ୍କୁ ଆନ୍ଧ୍ର ସଂଯୋଜକ ଭାବେ ନିଯୁକ୍ତି ଦେଇଛି । ସେମାନେ ପୂର୍ବରୁ କୋଟିଆରେ ଶିଶୁ ମାନଙ୍କୁ ତେଲୁଗୁ ଶିକ୍ଷା ପ୍ରଦାନର ଦାୟିତ୍ୱ ନେଇଛନ୍ତି । ଶିକ୍ଷାଦାନ ସହିତ ସେମାନେ ଆନ୍ଧ୍ର ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମ ଗାଁରେ ପହଞ୍ଚ।ଇବାକୁ ଉଦ୍ୟମ କରୁଛନ୍ତି । ପାଠ ପଢ଼ିବା ପାଇଁ ସାଲୁର ତହସିଲରୁ ଆଦିବାସି ସାର୍ଟି ଫିକେଟ ଯୋଗାଇବା ସହିତ ପ୍ରାଥମିକ ଶିକ୍ଷା ପରେ ଆନ୍ଧ୍ର ହଷ୍ଟେଲ ସ୍କୁଲରେ ଉଚ୍ଚ ଶ୍ରେଣୀରେ କିଭଳି ନାମ ଲେଖାଯିବ ତାହାର ବ୍ୟବସ୍ଥା କରୁଛନ୍ତି । ଏବେ ଫଳକ ପୋତି ପୁଣିଥରେ କୋଟିଆରେ ଆନ୍ଧ୍ର ନିଜ ଦାଦାଗିରି ଜାହିର କରିଛି

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!