Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋମଣ୍ଡଠାରେ ଏମଭିଆଇ ଚେକିଂ, ୨ ହାଇୱା ଜବତ

by ସଞ୍ଜୟ ସ୍ୱାଇଁ
December 11, 2019
in Crime
କୋମଣ୍ଡଠାରେ ଏମଭିଆଇ ଚେକିଂ, ୨ ହାଇୱା ଜବତ
35
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋମଣ୍ଡଠାରେ ଆଜି ଆଂଚଳିକ ପରିବହନ ବିଭାଗ ଏମ୍ଭିଆଇଙ୍କ ଦ୍ୱାରା ଚଢ଼ାଉ କରାଯାଇଥିଲା । ଉପଜିଲ୍ଲାପାଳ ତଥା ଆଂଚଳିକ ପରିବହନ ଅଧିକାରୀ ଲଗ୍ନଜିତ ରାଉତଙ୍କ ନିର୍ଦ୍ଦେଶ କ୍ରମରେ ଟ୍ରାଫିକ ସବଇନ୍ସିପେକ୍ଟର ସ୍ୱୟଂ ପ୍ରଭା ରାଉତଙ୍କ ସଦଳବଳେ ଚଢ଼ାଉ କରି ୬ଟି ହାଇୱା ଗାଡ଼ିକୁ ଟ୍ରାଫିକ ନିୟମ ଭାଙ୍ଗିବାନୁସାରେ ଧରିଥିଲା । ଓଡ଼ଗାଁଠାରୁ କୋମଣ୍ଡ ରାସ୍ତାରେ ଏହି ଗାଡ଼ି ଗୁଡ଼ିକ ପ୍ରତ୍ୟେକ ଦିନ ଯାତାୟତ କରୁଥିବା ବେଳେ ଗାଡ଼ିର ପରିମିଟ୍, ଫିଟନେସ୍, ସିଟବେଲ୍ଟ ନପିନ୍ଧିବା ଏବଂ ଅନ୍ୟାନ କାଗଜପତ୍ର ନଥିବା ନେଇ ବିଭାଗ କୈାଣସି ସୁତ୍ରରୁ ଖବରପାଇଥିଲା । ଫଳରେ ଆଜି ସକାଳ ସମୟରେ ଚଢ଼ାଉ କରାଯାଇ ଗାଡ଼ି ଗୁଡ଼ିକ ଯାଂଚ କରାଯାଇଥିଲା । ଏଥିମଧ୍ୟରୁ ୪ଟି ଗାଡ଼ିକୁ ଜୋରିମାନା କରାଯାଇ କରଯାଇଥିବା ବେଳେ ୨ଟି ଗାଡ଼ିକୁ ଜବତ ରଖାଯାଇଥିବା ଜଣାପଡ଼ିଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!