Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜାମ ଖୋର୍ଦ୍ଧା ବର୍ଡ଼ର ସିଲ୍‌, ନୟାଗଡ଼ କେବେ ?

by ସଞ୍ଜୟ ସ୍ୱାଇଁ
July 8, 2020
in Feature News
ଗଞ୍ଜାମ ଖୋର୍ଦ୍ଧା ବର୍ଡ଼ର ସିଲ୍‌, ନୟାଗଡ଼ କେବେ ?
18
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାବାସୀ ଭୂବନେଶ୍ୱର କିମ୍ବା ଖୋର୍ଦ୍ଧା ନଯିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଖୋର୍ଦ୍ଧା ବର୍ଡ଼ର ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଟ୍ୟୁଟର ଯୋଗେ ସୂଚନା ଦେଇଛନ୍ତି । ମାତ୍ର ନୟାଗଡ଼ ଜିଲ୍ଲାର ଗଞ୍ଜାମ ଜିଲ୍ଲା ସୀମାନ୍ତ ଓଡ଼ଗାଁ ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ସୃଷ୍ଟି କରିବାକୁ ବସିଥିବା ବେଳେ ସୀମାନ୍ତଙ୍କୁ କାହିଁକି ସିଲ୍ କରାଯାଉ ନାହିଁ ତାହା ବୁଝା ପଡ଼ୁନି । ଓଡ଼ଗାଁ ବାସୀ ଏନେଇ ବାରମ୍ବାର ସୋସିଆଲ୍ ମିଡିଆରେ ଦାବି କରୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଦାବିକୁ ଯାଥାର୍ଥ ଭାବିବାର ସମୟ ଆସି ପହଂଚିଛି । ନିକଟରେ ଓଡ଼ଗାଁ ଅଂଚଳରେ ଜଣେ ଯୁବକ ଥାନାରେ ଦେଇଥିବ ଅଭିଯୋଗ ଅନୁଯାୟୀ ଓଡ଼ଗାଁର ଶତାଧିକ ବ୍ୟବସାୟୀ ଗଞ୍ଜାମ ଜିଲ୍ଲାକୁ ଯାଇ ବ୍ୟବସାୟ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଏଣୁ ନୟାଗଡ଼ ଗଞ୍ଜାମ ସୀମାନ୍ତକୁ ସିଲ୍ କରିବାକୁ ଦାବି ହେଉଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!