Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୋ ପ୍ରେମରେ ମୁଁ ଦିୱାନା

by ସଞ୍ଜୟ ସ୍ୱାଇଁ
March 31, 2021
in Feature News, State
ତୋ ପ୍ରେମରେ ମୁଁ ଦିୱାନା
415
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାତାଲ ଅବସ୍ଥାରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଠିଆ ହୋଇ ଚିଲାଇ ଚିଲାଇ କହୁଥିଲେ, ମୁଁ କଣ ଡରିଛି? ତୋ ପ୍ରେମରେ ମୁଁ ଦିୱାନା ହେଇଯାଇଛି କହି ହାତରେ ବ୍ଲେଡ୍ ଧରି ହାଇଡ୍ରାମା କରୁଥିବା ବେଳେ ପୁଲିସ ଆସି ମହିଳାକୁ ଉଦ୍ଧାର କରି ଥାନାକୁ ନେଇଥିଲା । ମହିଳା ଜଣକ ପୂର୍ବରୁ ବିବାହ ହୋଇଥିଲେ ମଧ୍ୟ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ମହିଳାଙ୍କ ଘର ବ୍ରହ୍ମପୁର ଅଞ୍ଚଳର ହୋଇଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ପରେ ଦିଅର ପାଖରେ ରହୁଛନ୍ତି । ତେଣୁ କଳ ହେଲା କେଜାଣି ହାତରେ ବ୍ଲେଡ୍ ଧରି ମଦ୍ୟପାନ କରି ମାତାଲ ଅବସ୍ଥାରେ ରାଜଧାନୀର ଛାତି ଉପରେ ଠିଆ ହୋଇ କହୁଥିଲେ, ମୁଁ କଣ ଡରିଛି , ତୋ ପ୍ରେମରେ ମୁଁ ଦିୱାନା କହି ହାଇଡ୍ରାମା କରୁଥିବା ବେଳେ ଲୋକ ରୁଣ୍ଢ ହୋଇ ଖାରବେଳ ନଗର ଥାନାକୁ ଖବର ଦେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ମହିଳାଙ୍କ ଠାରୁ ସମସ୍ତ ସୂଚନା ପାଇବା ପରେ ପୁଲିସ ଦିଅରକୁ ଖବର ଦେଇଥିଲେ । ଦିଅର ଥାନାକୁ ଆସି ମହିଳାଙ୍କୁ ନେଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!