Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ୪-୦ରେ ବିଜୟୀ

by ସଞ୍ଜୟ ସ୍ୱାଇଁ
December 6, 2019
in Sports
କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ୪-୦ରେ ବିଜୟୀ
22
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ୭୮୬ ୟୁଥ କ୍ଲବ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଫୁଟବଲ କପ ଆଜିର ଖେଳରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ଏବଂ ଭୂବନେଶ୍ୱର ସଂଘର୍ଷ ସ୍ପୋର୍ଟ୍ସ ବାରକୋଡ୍ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଲଢ଼େଇ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ କେରଳ ଇଲେକ୍ଟ୍ରି ସିଟି ବୋଡ଼ର ୧୧ ନଂ ଖେଳାଳୀ ସୁଗୁନ୍ କୁମାର ୮ମିନିଟ୍ ମସୟରେ ବିପକ୍ଷ ଦଳକୁ ଗୋଲ ଦେଇଥିଲେ । ପରେ ୧୦ ମିନିଟ୍ ସମୟରେ ୧୦ ନଂ ଖେଳାଳୀ ଭିକ୍ନେସ୍ ଏମ୍ ଅନ୍ୟ ଏକ ଗୋଲ ଦେଇଥିବା ବେଳେ ୨୦ ନଂ ଖେଳାଳୀ ଏଲ୍ଡୋଲ୍ ଜେମ୍ଫୋର୍ସ ୩୭ ମିନିଟରେ ତୃତୀୟ ଗୋଲ ଦେଇଥିଲେ । ଦ୍ୱିତିୟାର୍ଦ୍ଧରେ ଉଭୟ ଉଭୟ ଦଳ ମଧ୍ୟରେ ଖେଳ ଚିତାକର୍ଷକ ହୋଇଥିବା ବେଳେ ୯୯ ନଂ ଖେଳାଳୀ ସୁଦେଶ ଏସ୍ ଭୂବନେଶ୍ୱର ସଂଘର୍ଷ କ୍ଲବକୁ ପୁଣି ଏକ ଗୋଲ ଦେଇଥିଲେ । ଫଳରେ ଆଜିର ମ୍ୟାଚରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ୪-୦ରେ ବିଜୟୀ ଘୋଷିତ ହୋଇଛି । ଆଜିର ଫୁଟବଲ ଟୁନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଂଚ ସଂଘ ସଭାପତି ପ୍ରଦୀପ କୁମାର ସାହୁ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ଦଳର ୫ ନଂ ଖେଳାଳୀ ଫ୍ରାନସିସି ଏସ୍ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ମୁଖ୍ୟ ରେଫରୀସ୍ରାଜୁ ମହାନ୍ତି ଆଜିର ଖେଳ ପରିଚାଳନା କରିଥିଲେ । ରେଫରୀ କୀର୍ତ୍ତି ରଂଜନ ସ୍ୱାଇଁ, ଅଶୋକ କହଁର ତାଙ୍କୁ ସହାୟତା କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!