Sunday, May 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ଉଦଘାଟିତ

by ସଞ୍ଜୟ ସ୍ୱାଇଁ
April 28, 2025
in State
କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ଉଦଘାଟିତ
62
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୋରୋନେସନ ପଡିଆ ଠାରେ କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ୨୦୨୫ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଉଦଘାଟିତ ହୋଇଛି l ଉତ୍ସଵ କମିଟି ଅଧ୍ୟକ୍ଷ ତଥା ସାମ୍ୱାଦିକ ରାଧାମୋହନ ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସଵରେ କନ୍ଧମାଳ ଏସପି ହରିଶ୍ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି ମେଳା ଜିଲ୍ଳାର ଲୋକ କଳା ,ସଂସ୍କୃତି ପରମ୍ପରା କୂ ଲୋକ ଲୋଚନ କୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ l

ସେହିପରି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପରିଚଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ମୂଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କମିଟି ର ପରାମର୍ଶ ଦାତା ଡ.ଅରୂପ କୁମାର ଜେନା ଯୋଗ ଦେଇ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ବେସରକାରୀ ଭାବେ କିଛି ଗଣ ମାଧ୍ୟମ ପ୍ରତିନିଧି ଓ ସମାଜସେବୀ ମିଶି ସୁନ୍ଦର ଭାବେ ଆୟୋଜନ କରିଥିବlରୁ ଭୂୟସୀ ପ୍ରଶଂସା କରିଥିଲେ l ଅଶୋକ ମହାନ୍ତି ଓ ମୁଷ୍କlନ୍ ସୁଆର ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ସଦସ୍ୟl ବିରାଜିନି ମହାପାତ୍ର, ରୁପମ୍ବିକା ତ୍ରିପାଠୀ, ନିହରିକା ମହାନ୍ତି, ଅନୀତା ପଟ୍ଟନାୟକ, ଦିନେଶ ବେହେରା, ଏମ.ଡି. ଚିଷ୍ଟୀ, ମହାଦେବ ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅନୁଷ୍ଠିତ କୃତି ପ୍ରତିଯୋଗୀ ମlନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l କମିଟି ଉପସଭାପତି ସୁଜିତ୍ କୁମାର ବେହେରା ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଦୀର୍ଘ ୧୨ ଦିନ ବ୍ୟାପୀ ଆୟୋଜନ ହେଉଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

May 10, 2026
ବାଲିଅନ୍ତାରେ ଯୁବକକୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣା:ଡିଜିପିଙ୍କୁ ମୁଖ୍ଯମନ୍ତ୍ରୀଙ୍କ କଡ଼ା ତାଗିଦ୍

ବାଲିଅନ୍ତାରେ ଯୁବକକୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣା:ଡିଜିପିଙ୍କୁ ମୁଖ୍ଯମନ୍ତ୍ରୀଙ୍କ କଡ଼ା ତାଗିଦ୍

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

May 10, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍

May 9, 2026
ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି

ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି

May 9, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!