Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ୍ କଟକଣାକୁ ମାନି ଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନର ଅନୁମତି

by ସଞ୍ଜୟ ସ୍ୱାଇଁ
October 6, 2021
in State
କୋଭିଡ୍ କଟକଣାକୁ ମାନି ଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନର ଅନୁମତି
53
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ଗୋସାଣିନୂଆ ଗାଆଁରେ ଆରମ୍ଭ ହେଲା ପାରମ୍ପରିକ ଯାତ୍ରା ମାଆ କାଳୁଆ ଯାତ୍ରା । ସରକାରୀ ନିୟମ ଓ କୋଭିଡ୍ କଟକଣାକୁ ମାନି ଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ଗହଳ ଚହଳକୁ ବାରଣ କରାଯାଇଥିବା ବେଳେ ଭକ୍ତଙ୍କୁ ଠାକୁର ଦର୍ଶନ ମନା କରାଯାଇଛି । ବିଳମ୍ବିତ ରାତିରେ ମାଆ ସ୍ଥାୟୀ ମନ୍ଦିରରୁ ବାହାରି ଅସ୍ଥାୟୀ ମନ୍ଦିରକୁ ଆଗମନ କରିଛନ୍ତି । ନିରାଡମ୍ବର ସହକାରେ ମାଆଙ୍କ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା କୁମାର ପୂର୍ଣ୍ଣିମା ପର୍ୟ୍ୟନ୍ତ ଅନୁଷ୍ଠିତ ହେବା ବିଧି ପରମ୍ପରା ରହିଥିବା କୁହାଯାଇଛି । ଗହଳ ଚହଳକୁ ବାରଣ କରାଯାଇଥିବା ବେଳେ ଲୋକଙ୍କ ଗହଳ ଚହଳ ଦେଖିବାକୁ ମିଳିଥିଲା।କରୋନା କଟକଣା ଯୋଗୁଁ ଯାତ୍ରାକୁ ଶୃଙ୍ଖଳିତ କରିବାକୁ ନିରାଡମ୍ବରରେ ଭାବେ ପାଳନ କରାଯାଉଥିବା କହିଛନ୍ତି ।ଶାନ୍ତି ଶୃଙ୍ଖଳା ଦୃଷ୍ଟି କୋଣରୁ ଦୁଇ ପ୍ଳାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସ୍ .ଡି .ପି .ଓ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!