Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଳ ହେଲା ଅନଲାଇନ୍ ଗେମ୍

by ସଞ୍ଜୟ ସ୍ୱାଇଁ
May 28, 2025
in State
କାଳ ହେଲା ଅନଲାଇନ୍ ଗେମ୍
60
VIEWS
Share on FacebookShare on Twitter

କେନ୍ଦ୍ରାପଡା, (ବାଘୁଆବାର୍ତ୍ତା): ଅନଲାଇନ ଗେମ୍ ହେଲା କାଳ । ଆତ୍ମହତ୍ୟା କଲେ ଯୁବକ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରି ଥାନା ତଳକୁସୁମା ପଞ୍ଚାୟତ ବଙ୍ଗାରୀ ଗାଁରେ ଅଭବନୀୟ ଘଟଣା । ଅନଲାଇନ ଗେମ୍ ଖେଳି ଟଙ୍କା ହାରିଯିବା ପରେ କୀଟନାଶକ ଖାଇ ବଙ୍ଗାରି ଗ୍ରାମର ଉମାକାନ୍ତ ଜେନାଙ୍କ ପୁଅ ସାହିଲ ଜେନା ଜୀବନ ହାରିଥିବା ଅଭିଯୋଗ ହୋଇଛି । ସାହିଲ ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ଡିପ୍ଲୋମାର ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ଛୁଟିରେ ଘରକୁ ଆସିବା ପରେ ଅନଲାଇନରେ ଗେମ୍ ଖେଳି ଟଙ୍କା ହାରିଥିଲେ । ତେବେ ପରିବାର ଲୋକଙ୍କ ଭୟରେ କୀଟନାଶକ ପିଇ ଦେଇଥିଲେ ସାହିଲ । ପ୍ରଥମେ ତାଙ୍କୁ ସ୍ଥାନୀୟ ପାଟକୁରା ମେଡିକାଲ୍ ଗୁରୁତର ଅବସ୍ଥାରେ କଟକ ନେଉଥିବା ବାଟରେ ମୃତ୍ୟୁ ହୋଇଥିଲା । ବାପା-ମା’ଙ୍କର ଏକମାତ୍ର ପୁଅ ଥିଲେ ସାହିଲ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!