Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ଜି ଟେକ୍ନିକକୁ ବିରୋଧ କରି ଜୁହି ଗଲେ ହାଇକୋର୍ଟ

by ସଞ୍ଜୟ ସ୍ୱାଇଁ
May 31, 2021
in NATIONAL NEWS
୫ଜି ଟେକ୍ନିକକୁ ବିରୋଧ କରି ଜୁହି ଗଲେ ହାଇକୋର୍ଟ
238
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା) ୫ଜି ଟେକ୍‌ନିକ୍‌କୁ ବିରୋଧ କଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱାଲା । ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ଅଭିନେତ୍ରୀ ନିଜର ଅପିଲ୍‌ରେ ଏହି ଟେକ୍‌ନିକ ଦ୍ୱାରା ପରିବେଶର କ୍ଷତି ହେବାର ସମ୍ଭାବନା ଥିବା କଥା ଦର୍ଶାଇଛନ୍ତି । ଏହି ମାମଲାକୁ ନେଇ ଆଜି ଶୁଣାଣି ହେବାର ଥିଲା । ଅଭିନେତ୍ରୀଙ୍କର ପିଟିସନକୁ ୨ୟ ପିଠକୁ ଟ୍ରାନ୍ସଫର କରାଯାଇଛି ଏବଂ ଏବେ ଏହାର ଶୁଣାଣି ଜୁନ୍‌ ୨ରେ ହେବ। ପରିବେଶ ପାଇଁ ୫ଜି କ୍ଷତିକାରକ – ଜୁହି ଚାୱାଲା କୋର୍ଟରେ ଦାବି କରିଛନ୍ତି କି ୫ଜି ଟେକ୍ନୋଲଜିର ଇମ୍ପ୍ଲିମିଟେସନ ପୂର୍ବରୁ ଏହା ସହ ଜଡ଼ିତ ଅନେକ ଅଧ୍ୟୟନକୁ ଗମ୍ଭୀର ଭାବେ ପଢ଼ାଯାଉ , ଯାହାକି ଏହାର ରେଡିଏସନରେ ମାନବ ଜାତି , ଜୀବଜନ୍ତୁ ଓ ଗଛଲତା ଉପରେ କିପରି ପ୍ରଭାବ ପକାଇବ ଏବଂ ଏହା ମଧ୍ୟ ସ୍ପଷ୍ଟ କରାଯାଉ କି ଏହି ଟେକ୍ନୋଲଜିରେ ଦେଶର ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ କେଉଁ ପ୍ରକାରର କ୍ଷତି ହେବ କି ନାହିଁ । ଜୁହି ଚାୱଲା ନିଜର ବୟାନରେ କହିଛନ୍ତି କି ମୁଁ ଟେକ୍ନୋଲଜି ଏଡଭାନ୍ସମେଣ୍ଟର ଇମ୍ପ୍ଲିଟେସନର ବିରୋଧରେ କେବେ ନାହିଁ । ଆମେ ନୂଆ ପ୍ରୋଜେକ୍ଟକୁ ଏନଜଏ କରିଥାଉ , ଯାହା ଟେକ୍ନୋଲଜିର ଦୁନିଆରୁ ଆମକୁ ମିଳିଥାଏ । ହେଲେ ଏହା ପୂର୍ବରୁ ଆମକୁ ଟିକେ ବୁଝିବାର ଅଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!