Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଧାନସଭା ସାମ୍ନାରେ ନୟାଗଡ଼ ଯୁବକଙ୍କ ତାଣ୍ଡବ

by Sanjay Swain
October 1, 2020
in Breaking, Nayagarh
ବିଧାନସଭା ସାମ୍ନାରେ ନୟାଗଡ଼ ଯୁବକଙ୍କ ତାଣ୍ଡବ
3.8k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ବିଧାନସଭା ସାମ୍ନାରେ ଜଣେ ଯୁବକ ନିଜ ମାଆ ବେକରେ ଛୁରୀ ଲଗାଇ ମୁଣ୍ଡ ଜାମିନ ରଖି ତାଣ୍ଡବ ରଚିଛନ୍ତି । ଏହି ଯୁବକ ଜଣଙ୍କ ସେଠାରେ ପ୍ରଳାପ କରିବା ସହ ପରିସ୍ଥିତିକୁ ଅଣାୟତ କରି ଦେଇଛନ୍ତି । ଖବର ନେବାରେ ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ଦଶପଲ୍ଲା କଉଡ଼ାର ବୋଲି ଜଣାଯାଇଛି । ତାଙ୍କ ନାମ ଜିତେନ୍ଦ୍ର ପାଳ । ଜିତେନ୍ଦ୍ରଙ୍କ ବାପା ମାଆ ୨୦୧୪ ମସିହାରେ ଏକ ହତ୍ୟାକାଣ୍ଡ ଘଟଣାରେ ଜେଲ ଯାଇଥିବା ବେଳେ ଜିତେନ୍ଦ୍ର ମାନସିକ ବିକାର ଗ୍ରସ୍ତ ବୋଲି ଜଣାଯାଇଛି । କରୋନା କଟକଣା ଆରମ୍ଭରୁ ତାଙ୍କର ମୁଣ୍ଡ ରୋଗ ବାହାରିଥିବା ବେଳେ ସେ ଭୂବନେଶ୍ୱରରେ ଚିକିତ୍ସିତ ହେଉଥିବା ଗ୍ରାମବାସୀଙ୍କୁ ସୁତ୍ରରୁ ଜାଣିବାକୁ ମିଳିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!