Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦାୟୀତ୍ୱ ନେଲେ ନୂତନ ସିପି ସୌମ୍ୟନ୍ଦ୍ର

by ସଞ୍ଜୟ ସ୍ୱାଇଁ
March 9, 2021
in Breaking, State
ଦାୟୀତ୍ୱ ନେଲେ ନୂତନ ସିପି ସୌମ୍ୟନ୍ଦ୍ର
426
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦୈତନଗର ପୁଲିସ କମିଶନର ଭାବେ ଦାୟୀତ୍ୱ ନେଲେ ୧୯୯୫ ବ୍ୟାଚର ଆଇପିଏସ ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ । ଆଜି ଦାୟୀତ୍ୱ ନେବା ପରେ କମିଶନରଙ୍କ କାର୍ଯ୍ୟାଳୟରେ ପୁଲିସ କମିଶନରଙ୍କୁ ଗାଡ ଅଫ୍ ଅନର ଦିଆଯାଇଛି । ଦାୟୀତ୍ୱ ନେବା ପରେ ଦୈତନଗରୀରେ ବିଗିଡି ଯାଇଥିବା ଆଇନ ଶୃଙ୍ଖଳା ସୁଧାର ଆଣିବା ରାଜ୍ୟ ସରକାର ତାଙ୍କୁ ଏହି ଦାୟୀତ୍ୱ ଦେଇଛନ୍ତି । ତେଣୁ ଏହା ମୋ ପାଇଁ ମୂଳ ଲକ୍ଷ ରହିଛି । ଅପରାଧକୁ ନିୟନ୍ତ୍ରଣକୁ ଆଣିବା ଲକ୍ଷ ରହିଛି । ପୂର୍ବତନ ପୁଲିସ କମିଶନରଙ୍କ ଯେଉଁ ଏଜେଣ୍ଡା ରହିଛି ତାକୁ ମଧ୍ୟ ସାଥିରେ ନେଇ ଅପରାଧ ଦମନ କରାଯିବ । ଆଶା କରୁଛି ପ୍ରଭୂ ଜଗନ୍ନାଥଙ୍କ ଆର୍ଶୀବାଦରେ ଦୈତନଗରୀରେ ଯଥା ଶୀଘ୍ର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବ । ତେଣୁ ଆପଣମାନଙ୍କ ସହଯୋଗ ମୋର ଏକାନ୍ତ ଆବଶ୍ୟକ ରହିଛି ବୋଲି କହିଛନ୍ତି ନୂତନ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!