Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଓ ଆଣିଲା ଡାଟା ଲୋନ୍ ପ୍ଲାନ୍

by ସଞ୍ଜୟ ସ୍ୱାଇଁ
July 3, 2021
in Business
ଜିଓ ଆଣିଲା ଡାଟା ଲୋନ୍ ପ୍ଲାନ୍
41
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଗ୍ରାହାକମାନଙ୍କ ପାଇଁ ଖୁସିର ଖବର । ଜିଓ ଆଣିଲା ଡାଟା ଲୋନ୍ ପ୍ଲାନ୍ । ଯଦି କୌଣସି ଗ୍ରାହାକ ଅତି ଜରୁରୀ କାର୍ଯ୍ୟ କରୁଥିବା ବେଳେ ମୋବାଇଲରୁ ଡାଟା ସରିଯାଏ ତେବେ ଆଉ ଚିନ୍ତା କରିବା ନାହିଁ । ତୁରନ୍ତ ଡାଟା ଲୋନ୍ ନେଇ ଅଧା ରହିଥିବା କାର୍ଯ୍ୟ କରିପାରିବେ ଏବଂ ପରେ ଏହାର ମୂଲ୍ୟ ଭରଣା କରିପାରିବେ । ୫ଟି ଜରୁରୀକାଳୀନ ଡାଟା ଲୋନ୍ ଘୋଷଣା କରିଛି ଜିଓ । ସେଥିରେ ୧ଜିବି, ୨ଜିବି ଡାଟା ପ୍ଲାନ୍ ରଖିଛି ଜିଓ । ଜିଓ ଆପ୍ ଖୋଲି ପେଜ୍ର ବାମପଟେ ସଭା ଉପରକୁ ଯାଆନ୍ତୁ। ଏହାପରେ ସେଠାରେ ‘ଋଜ୍ଞରକ୍ସଶରଦ୍ଭମଚ୍ଚ ଊବଗ୍ଧବ ଖକ୍ଟବଦ୍ଭ’ ବିକଳ୍ପ ବାଛନ୍ତୁ । ଏହାପରେ ସଠାରେ ଏମାର୍ଜେନ୍ସି ଡାଟାଲୋନ୍ ଅପସନ ଚକ୍ସକ୍ଟମରରୟ ରେ କ୍ଲିକ୍ କରନ୍ତୁ। ପୁଣି ଶରଗ୍ଧ ରଜ୍ଞରକ୍ସଶରଦ୍ଭମଚ୍ଚ ୟବଗ୍ଧବ କ୍ଟକ୍ଟ୍ରଗ୍ଧସକ୍ଟଦ୍ଭ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆକ୍ଟିବ୍ ବିକଳ୍ପ ଉପରେ କ୍ଲିକ୍ କଲା ପରେ ୧ଜିବି ବିଶିଷ୍ଟ ଡାଟା ପ୍ୟାକ୍ ଲୋନ୍ ଆକ୍ଟିଭ୍ ହୋଇଯିବ । ଏବଂ ପରେ ଗ୍ରାହକ ସେହି ଜିଓ ଆପ୍ ମାଧ୍ୟମରେ ଡାଟା ଲୋନ୍ ପାଇଁ ପେଡ୍ କରିପାରିବେ । ତେବେ ଧ୍ୟାନ ରଖନ୍ତୁ, ମାଇ ଜିଓ ଆପ୍ ବ୍ୟବହାର କରୁଥିବା ଗ୍ରାହକ ହିଁ ଏହି ସୁବିଧା ପାଇପାରିବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!