ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ନୟାଗଡ ଜିଲ୍ଲାର ୭ଟି ଯାକ ବ୍ଲକର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ୍ ଗଣିଆ ବ୍ଲକର ୮ଟି ପଞ୍ଚାୟତରେ ଥିôବା ଗାଁ ଗୁଡିକୁ ବୁଲିଥିବା ଜଣାପଡିଛି । ଗାଁ ଗାଁ ବୁଲିବା ସହିତ ସେମାନେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଘର ପାଇଁ ଆବେଦନ କରିଥିବା ହିତାଧିକାରୀ ମାନେ ପ୍ରକୃତରେ ପାଇବାକୁ ଯୋଗ୍ୟ କି ନାହିଁ ,ସେମାନଙ୍କର ସମସ୍ତ କାଗଜପତ୍ର ଠିକ୍ ଅଛି କି ନାହିଁ ସେ ସମ୍ପର୍କରେ ତଦନ୍ତ କରିଥିଲେ ।






