Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ପର୍କକୁ ମଜବୁତ କରୁଥିବା ଝରଣା

by ସଞ୍ଜୟ ସ୍ୱାଇଁ
June 2, 2021
in Lifestyle, Toursimi
ସମ୍ପର୍କକୁ ମଜବୁତ କରୁଥିବା ଝରଣା
380
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବିଶ୍ବରେ ଏମିତି ଅନେକ ସ୍ଥାନ ରହିଛି, ଯାହା ଆଶ୍ଚର୍ଯ୍ୟ ଓ ଅଲୌକିକତାରେ ପରିପୂର୍ଣ୍ଣ। ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଥିବା ଏକ ଝରଣାରେ ଗାଧୋଇବା ଦ୍ବାରା ସମ୍ପର୍କ ମଜବୁତ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ପ୍ରେମିକ ପ୍ରେମିକାମାନେ ଏହି ଝରଣାରେ ଏକାସାଙ୍ଗରେ ଗାଧୋଇବା ଦ୍ବାରା ତାଙ୍କ ଭିତରେ ଥିବା ସବୁ ସମସ୍ୟାର ସମାଧାନ ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଝରଣାର ପାଣି ଅମୃତ ସମାନ। ଏଥିରେ ଗାଧୋଇବା ଦ୍ବାରା ତ୍ବଚା ସମ୍ପର୍କୀୟ ରୋଗଗୁଡ଼ିକ ଭଲ ହୋଇଯାଇଥାଏ। ବର୍ଷାଦିନେ ଏହି ଝରଣାରେ କେବଳ ପାଣିଥାଏ। ଅନ୍ୟ ସମୟରେ ଝରଣାରେ ପାଣି ନଥାଏ। ବର୍ଷାଦିନରେ ପାଣି ଝରଣାରୁ ବାହାରି ଗୋଟିଏ କୁଣ୍ଡରେ ଜମା ହୁଏ। ଏହାକୁ ଭଦେୟା କୁଣ୍ଡ କୁହାଯାଏ। ଏହି କୁଣ୍ଡରେ ସ୍ନାନ କରିବାକୁ ହୁଏ। ଏହି ଝରଣା ବହୁବର୍ଷ ପୁରୁଣା। ବୟସ୍କ ଦମ୍ପତି ମଧ୍ୟ ଏହି ଝରଣାରେ ଗାଧୋଇବା ଦ୍ବାରା ସେମାନଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ ବୋଲି କୁହାଯାଏ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!