Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଭେଲିନରେ ଭାରତ ଜିତିଛି ଦୁଇଟି ପଦକ

by ସଞ୍ଜୟ ସ୍ୱାଇଁ
August 30, 2021
in Sports, WORLD
ଜାଭେଲିନରେ ଭାରତ ଜିତିଛି ଦୁଇଟି ପଦକ
53
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ପାରାଲିମ୍ପିକ୍ସରେ ଆଜି ଭାରତୀୟ କ୍ରୀଡ଼ାବିତଙ୍କ ଦିନ । ସ୍ୱର୍ଣ୍ଣରୁ ଆରମ୍ଭ । ପଛକୁ ପଛ ପଦକ ପରେ ପଦକ ଆସୁଛି । ଜାଭେଲିନରେ ଭାରତ ଜିତିଛି ଦୁଇଟି ପଦକ । ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜର ବ୍ରୋଞ୍ଜ ମେଡାଲ୍ ହାସଲ କରିଛନ୍ତି । ଜାଭେନିଲ୍ ଥ୍ରୋ କ୍ଲାସ ୠ୪୬ ବର୍ଗରେ ଭାରତ ଦୁଇଟି ପଦକ ନିଜ ନାଁରେ କରିଛି । ଜାଭେନିଲ୍ ଥ୍ରୋରେ ଭାରତୀ ପଦକ ଦାବିଦାର ଥିଲା । ୪୦ ବର୍ଷୀୟ ଦେବେନ୍ଦ୍ର ଝାଝାରିଆ ଅଲିମ୍ପିକ୍ସରେ ତୃତୀୟ ପଦକ ଜିତିଛନ୍ତି । ଟୋକିଓରେ ସେ ୬୪.୩୫ ମିଟର ଥ୍ରୋ କରିଥିଲେ । ସୁନ୍ଦର ସିଂ ୬୪.୦୧ ମିଟର ଫିଙ୍ଗିଥିଲେ । ୬୭.୭୯ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଶ୍ରୀଲଙ୍କାର ମୁଡିଆନସେଲେଜ୍ ହେରାଥ । ଦେବେନ୍ଦ୍ର ଝାଝାରିଆ ପୂର୍ବରୁ ରିଓ ଓ ଏଥେନ୍ସ ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପାରାଲିମ୍ପିକ୍ସରେ ମୋଟ୍ ୫ଟି ପଦକ ହାତେଇଛନ୍ତି ଦେବେନ୍ଦ୍ର । ଏହାକୁ ମିଶାଇ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!