Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହିତା ଝିଅକୁ ମାରିଥିବା ଅଭିଯୋଗ କଲେ ବାପଘର ଲୋକେ

by ସଞ୍ଜୟ ସ୍ୱାଇଁ
November 19, 2024
in Crime, State
ବିବାହିତା ଝିଅକୁ ମାରିଥିବା ଅଭିଯୋଗ କଲେ ବାପଘର ଲୋକେ
84
VIEWS
Share on FacebookShare on Twitter

ବିନିକା, (ବାଘୁଆବାର୍ତ୍ତା): ବିନିକା ଥାନା ଚରଦା ଗ୍ରାମର ନରେନ୍ଦ୍ର ପଧାନ ଯୈାତୁକ ନିର୍ଯାତନା ଦେଇ ପତ୍ନୀ ଅଞ୍ଜଳି ମହାକୁର (୨୬)ଙ୍କୁ ବିଷକ୍ରିୟା କରାଇ ମାରିଥିବା ନେଇ ଅଞ୍ଜଳିଙ୍କ ମା ବୈଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗ୍ରାମର ସୁବିଧା ମହାକୁର ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ଅଞ୍ଜଳିର ଵୁର୍ଲା ଭିମସାରରେ ଆଇସିୟୁରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୁଚନା ଦିଆଯାଇଛି। ଚରଦାି ଗ୍ରାମର ଗହଲ ପଧାନଙ୍କ ପୁଅ ନରେନ୍ଦ୍ରଙ୍କୁ ୬ ମାସ ପୁର୍ବେ ବିବାହ କରିଥିଲେଅଞ୍ଜଳି। ପରିବାର ଯଥାସମ୍ଭବ ଉପହାର ମଧ୍ୟ ଦେଇଥିଲେ। ନରେନ୍ଦ୍ର ପରିବାର କଥା ‌ମାନି ଅଧିକ ଯୈାତୁକ ଯଥା ୩ ଭରି ସୁନା ଓ ୨ ଲକ୍ଷ ଟଙ୍କା ତଥା ଅନ୍ୟାନ୍ୟ ସମାଗ୍ରୀ ଯୈାତୁକ ଆଣି ବାକୁ ଅଞ୍ଜଳିକୁ ଵାର ଵାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଝିଅଘର ଲୋକେ ଅଭିଯୋଗ ହୋଇଛି। ସୁବିଧା ମହାକୁରଙ୍କ ଲିଖିତ ଅଭିଯୋଗ ପରେ ବିନିକା ଥାନାରେ ୪୦୧/୧୬-୧୧ ରେ ଏକ ମାମାଳା ରୁଜୁ ହୋଇ ତଦନ୍ତ ଚାଳିଥିବା ବିନିକା ଆଇଆଇସି ସାରଙ୍ଗ ଧର ପାଣିଗ୍ରାହି ସୁଚନା ଦେଇଛନ୍ତି। ସୁଚନାଯୋଗ୍ୟ ଚରଦାର ଗ୍ରାମର ଗହଲ ପଧାନଙ୍କ ପୁଅ ନରେନ୍ଦ୍ରଙ୍କୁ ୬ ମାସ ପୁର୍ବେ ବିବାହ କରିଥିଲେଅଞ୍ଜଳି। ପରିବାର ଯଥାସମ୍ଭବ ଉପହାର ମଧ୍ୟ ଦେଇଥିଲେ। ନରେନ୍ଦ୍ର ପରିବାର କଥା ‌ମାନି ଅଧିକ ଯୈାତୁକ ଯଥା ୩ ଭରି ସୁନା ଓ ୨ ଲକ୍ଷ ଟଙ୍କା ତଥା ଅନ୍ୟାନ୍ୟ ସମାଗ୍ରୀ ଯୈାତୁକ ଆଣି ବାକୁ ଅଞ୍ଜଳିକୁ ଵାର ଵାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଝିଅଘର ଲୋକେ ଅଭିଯୋଗ ହୋଇଛି। ଅଞ୍ଜଳି ମନା କରିବାରୁ ନରେନ୍ଦ୍ର ତାଙ୍କ ଭାଉଜ ବାସନ୍ତୀ ଓ ପରିବାରଲୋକେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଗତ ୧୩-୧୧ ରାତ୍ରି ୯ଟାରେ ଅଞ୍ଜଳି ବିଷ ଖାଇବା ପରେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାହୋଇଥିବା ନେଇ ବାସନ୍ତୀ ଝିଅର ପରିବାରକୁ ଫୋନରେ ଜଣାଇଥିଲେ। ଝିଅର ପରିବାର ଲୋକେ ବିନିକାରୁ ଵୁର୍ଲା ଭିମସାରକୁ ନେଇଥିଲେ । ସେଠାରେ ଅଞ୍ଜଳି ଆଖି ବୁଜିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!