Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତୀୟ ଯୁବ ଦିବସରେ ସମ୍ମାନିତ ହେଲ କବି ଓ ଆଦର୍ଶ ଶିକ୍ଷକ “

by ସଞ୍ଜୟ ସ୍ୱାଇଁ
January 12, 2025
in Nayagarh, State
ଜାତୀୟ  ଯୁବ ଦିବସରେ ସମ୍ମାନିତ ହେଲ କବି ଓ ଆଦର୍ଶ ଶିକ୍ଷକ “
229
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବ୍ରହ୍ମପୁରରେ ଚାଲିଥିବା ବିବେକାନନ୍ଦ ସାଂକୃତିକ ମେଳା-୨୦୨୫ ଆନୁକୂଲ୍ୟରେ ଜାନୁୟାରୀ ୧୧,୧୨,୧୩ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିବସରେ ନୟାଗଡ଼ ଜିଲ୍ଲାର ଦୁଇଜଣ ଯୁବ ପ୍ରତିଭାଙ୍କୁ ମିହିର ରଞ୍ଜନ ତ୍ରିପାଠୀ ଏବଂ ତାଙ୍କ ସହଧର୍ମିଣୀ ପୁଷ୍ପଗୁଛ ସହ “ସାହିତ୍ୟ ମିତ୍ର” ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ା ସେହି ଦୁଇଜଣ ଯୁବ ପ୍ରତିଭା ହେଲେ ଯଥା; ଆଦର୍ଶ ଶିକ୍ଷକ,ଯୁବକବି,ତଥା ନୟାଗଡ଼ ଜିଲ୍ଲାର ସାହିତ୍ୟ ସୃଜନୀର(ଏସ.ଆର.ଜି) ଡକ୍ଟର ପ୍ରତାପ କୁମାର ପରିଡ଼ା ଓ ଆଦର୍ଶ ଶିକ୍ଷକ,ଯୁବକବି,ତଥା ନୟାଗଡ଼ ବ୍ଲକର ସାହିତ୍ୟ ସୃଜନୀର (ମାଷ୍ଟର ଟ୍ରେନର) ଡକ୍ଟର ଶିଶିର ନାୟକ ା ସେମାନେ ଏହି ଜାତୀୟ ଯୁବ ଦିବସରେ ସାହିତ୍ୟ ମିତ୍ର ହୋଇ ବିବେକାନନ୍ଦଙ୍କ ପରି ସାହିତ୍ୟକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଚେଷ୍ଟିତ ଥିବାରୁ ମଞ୍ଚରେ ଉପସ୍ଥିତ ଥିବା ଆୟୋଜକ ମିହିର ରଞ୍ଜନ ତ୍ରିପାଠୀ ତଥା ଅନ୍ୟାନ୍ୟ ଅତିଥି ସେମାନଙ୍କୁ ଭୁରି ଭୂରି ପ୍ରଶଂସା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!