Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାପାନ ରାଜକୁମାରୀ ମାକୋ ପ୍ରେମ ପାଇଁ ରାଜକୀୟ ସୁଖ ତ୍ୟାଗ କରି ସାଧାରଣ ନାଗରିକ କୋମୁରାଙ୍କୁ କରିବେ ବିବାହ

by ସଞ୍ଜୟ ସ୍ୱାଇଁ
September 3, 2021
in WORLD
ଜାପାନ ରାଜକୁମାରୀ ମାକୋ ପ୍ରେମ ପାଇଁ ରାଜକୀୟ ସୁଖ ତ୍ୟାଗ କରି ସାଧାରଣ ନାଗରିକ କୋମୁରାଙ୍କୁ କରିବେ ବିବାହ
24
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଜାପାନ ରାଜକୁମାରୀ ମାକୋ ଶେଷରେ ପ୍ରେମ ପାଇଁ ରାଜକୀୟ ସୁଖ ଛାଡିବାକୁ ରାଜି ହୋଇଛନ୍ତି । ଜାପାନର ବର୍ତମାନ ରାଜା ନରୁହିତାଙ୍କ ଭାଇ ରାଜକୁମାର ଅକିଶିନୋଙ୍କ ଝିଅ ହେଲେ ମାକୋ । ରାଜବଂଶ ବାହାରେ ଜଣେ ସାଧାରଣ ନାଗରିକକୁ ବିବାହ କରିବା ପାଇଁ ତାଙ୍କୁ ୯.୧୦ କୋଟି ଟଙ୍କା ମିଳିଥିଲା, ମାତ୍ର ସେ ଏହାକୁ ନେବାକୁ ମନା କରି ଦେଇଛନ୍ତି । । ୨୯ ବର୍ଷୀୟ ମାକୋ ଏବଂ କୋମୁରାଙ୍କ ପ୍ରେମ ସମ୍ପର୍କ ଜାପାନ ତଥା ବିଶ୍ୱରେ ବେଶ ଚର୍ଚ୍ଚିତ ଘଟଣା ପାଲଟିଛି । ଜାପାନ ରାଜବଂଶର ନିୟମ ଅନୁସାରେ ସାଧାରଣ ନାଗରିକଙ୍କୁ ବିବାହ କଲେ କ୍ଷତିପୂରଣ ଅର୍ଥ ସହ ସମସ୍ତ ସୁଖ ଏବଂ ରାଜପରିବାର ଛାଡିବାକୁ ପଡିବ । ତେବେ ମାକୋ-କୋମୁରାଙ୍କ ବିବାହର ତାରିଖ ଘୋଷଣା କରାଯାଇ ନାହିଁ । ବିବାହ ପରେ ଉଭୟ ଆମେରିକାରେ ରହିବେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!