ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପକ୍ଷରୁ ଚଢଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି । ଇଟାମାଟି ପ୍ରଧାନ ସାହିର ବୁଲେଶ ମହାରଣା ମଦ ବିକ୍ରି କରୁଥିବା ଅଭିଯୋଗରେ ଇଟାମାଟି ପୁଲିସ ଗିରଫ କରିଛି । ତାଙ୍କ ଠାରୁ ୧୦ ଲିଟର ୪୦୦ ମି.ଲି. ମଦ ଜବତ କରାଯାଇଛି । ଇଟାମାଟି ଥାନାରେ ୧୪୧/୨୩ ରେ ମାମଲା ରୁଜୁ କରାଯାଇ କୋର୍ଟ ଫରୁୱାର୍ଡ କରାଯାଇଛି ।





