Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାଧୀନତା ଦିବସର ଖୁସି ଏଥର ଦୁଇଗୁଣ ହେବାକୁ ଯାଉଛି

by ସଞ୍ଜୟ ସ୍ୱାଇଁ
August 8, 2021
in NATIONAL NEWS, Technology
ସ୍ୱାଧୀନତା ଦିବସର ଖୁସି ଏଥର ଦୁଇଗୁଣ ହେବାକୁ ଯାଉଛି
113
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସ୍ବାଧୀନତା ଦିବସର ଖୁସି ଏଥର ଦୁଇଗୁଣ ହେବାକୁ ଯାଉଛି। କାରଣ ଭାରତ ଆକାଶରେ ଆଉ ଏକ ଲମ୍ଫ ମାରିବାକୁ ପ୍ରସ୍ତୁତ । ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୧୨ ଅଗଷ୍ଟରେ ଭାରତର ଅବଜରଭେସନ୍‌ ସାଟେଲାଇଟ୍‌ ଉତକ୍ଷେପଣ କରିବ । ଇସ୍ରୋ ଶ୍ରୀହରିକୋଟାରେ ଥିବା ସତିଶ ଧାବନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ ୧୦ ସାହାଯ୍ୟରେ ପୃଥିବୀ ଉପରେ ନଜର ରଖିବାକୁ ଉପଗ୍ରହ ଇଓଏସ୍‌-୦୩ ପ୍ରକ୍ଷେପଣ କରିବାକୁ ଯାଉଛି । ଏହା ଦ୍ବାରା ଭାରତକୁ ବହୁତ ଲାଭ ମିଳିବ। ନ୍ୟୁଜି ଏଜେନ୍ସି ପିଟିଆଇ ଅନୁସାରେ, ଇସ୍ରୋ ୧୨ ଅଗଷ୍ଟ ସକାଳ ୫.୪୩ରେ ଉପଗ୍ରହ ଉତକ୍ଷେପଣ କରିବ। କିନ୍ତୁ ଏହା ପାଣିପାଗ ଉପ‌ରେ ନିର୍ଭର କରେ। ଯଦି ଏହି ପରୀକ୍ଷଣ ସଫଳ ହେବ ତେବେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ ଏବଂ ପାଣିପାଗ ସମ୍ବନ୍ଧୀୟ ସ୍ଥିତି ବୁଝିବାକୁ ଆହୁରି ସହଜ ହେବ। ଇଓଏସ୍‌-୦୩ ଉପଗ୍ରହ ଗୋଟିଏ ଦିନରେ ଭାରତର ୪-୫ ଥର ଫଟୋ ଉଠାଇବ। ଏହା ଦ୍ବାରା ଦେଶର ପାଣିପାଗ, ବାୟୁମଣ୍ଡଳୀୟ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରମୁଖ ତଥ୍ୟ ମିଳିପାରିବ । ଏହା ସହ ଭାରତକୁ ମାଡ଼ିଆସୁଥିବା ବାତ୍ୟାର ସଠିକ୍‌ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!