Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ଦର୍ଶକରେ ଆଇପିଏଲ ସିଜିନ୍-୧୪ ମ୍ୟାଚ୍

by ସଞ୍ଜୟ ସ୍ୱାଇଁ
April 4, 2021
in NATIONAL NEWS, Sports
ଏପ୍ରିଲ ୯ରୁ ଆଇପିଏଲ-୨୦୨୧
143
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆଇପିଏଲ୍ ସିଜିନ୍-୧୪ ମ୍ୟାଚ୍ ଆସନ୍ତା ୯ତାରିଖରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ । ଗତବର୍ଷ ମହାମାରୀ କରୋନା ଭାଇରସ୍ ଯୋଗୁଁ ଆଇପିଏଲ ମ୍ୟାଚ ବହୁ ବିଳମ୍ଭରେ ଅନୁଷ୍ଠିତ ହୋଇଥିଲା । ତାହା ପୁଣି ବିନା ଦର୍ଶକରେ । ତେଣୁ ଦେଶରୁ କରୋନା ଭାଇରସର କାୟା ଧିରେ ଧିରେ ମଳିନ ପଡିଥିବାରୁ ଦର୍ଶକଙ୍କୁ ନେଇ ମ୍ୟାଚ୍ ହେବାର ନିଷ୍ପତ୍ତି ହୋଇଥିଲା କିନ୍ତୁ ବର୍ତ୍ତମାନ ପୁଣି ଥରେ ମହାମାରୀ କରୋନା ଭାଇରସ୍ ଦେଶକୁ ଫେରିଛି । ଏହାକୁ ଦୃଷ୍ଟିରେ ସିଜିନ୍-୧୪ ଆଇପିଏଲ ମ୍ୟାଚ ୬ଟି ସ୍ଥାନରେ ଆଇପିଏଲ ମ୍ୟାଚ୍ ଖେଳାଯିବ । ତତସହିତ ବିନା ଦର୍ଶକରେ ଆଇପିଏଲ ଖେଳ ଅନିଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଏପ୍ରିଲ୍ ୯ରୁ ଆଇପିଏଲ ସିଜିନ୍-୧୪ ଖେଳ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାରେ ମୁମ୍ବାଇ ସହିତ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!