Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ବାଜିବ ଆଇପିଏଲ ବିଗୁଲ୍

by ସଞ୍ଜୟ ସ୍ୱାଇଁ
June 7, 2021
in Sports
ଏପ୍ରିଲ ୯ରୁ ଆଇପିଏଲ-୨୦୨୧
200
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତରେ ବାକି ଆଇପିଏଲ ସିଜିନ୍-୧୪ର ମ୍ୟାଚ୍ ପାଇଁ ପୁଣି ଥରେ ବିଗୁଲ୍ ବାଜିଛି । ଆସନ୍ତ ସେପ୍ଟେମ୍ବର ୧୯ତାରିଖରୁ ୟୂଏଇରେ ଆଇପିଏଲ ସିଜିନ୍-୧୪ ବଳକା ଥିବା ମ୍ୟାଚ୍ ଖେଳାଯିବା ନେଇ ଆଜି ତାରିଖ ଘୋଷଣା କରାଯାଇଛି । ଭାରତରେ ଆଇପିଏଲ ସିଜିନ୍-୧୪ ମ୍ୟାଚ୍ ଚାଲିଥିବା ବେଳେ କେତେକ ଦଳର ଖେଳାଳୀମାନଙ୍କୁ କରୋନା ସଂକ୍ରମିତ ହୋଇଥିବାରୁ ସମସ୍ତ ମ୍ୟାଚ୍ ବାତିଲ କରାଯାଇଥିଲା । ତେବେ ବିନା ଦର୍ଶକରେ ପୁଣି ଥରେ ବଳକା ଥିବା ସମସ୍ତ ମ୍ୟାଚ୍ ୟୁଏଇରେ ଖେଳାଯିବା ନେଇ ଆଜି ଉଭୟ ବିସିସିଆଇ ଓ ୟୁଏଇ କ୍ରିକେଟ୍ ବୋର୍ଡର ବୈଠକରେ ନିଷ୍ପତ୍ତି ହୋଇଛି । ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଏବଂ ଅକ୍ଟୋବର ୧୫ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲ ସିଜିନ୍-୧୪ର ବଳକା ଥିବା ୨୫ଟି ମ୍ୟାଚ୍ ଖେଳାଯିବ । ତେବେ ବଳକା ମ୍ୟାଚରେ ବିଦେଶୀ ଖେଳାଳି ସାମିଲ ହେବେ କି ନାହିଁ ତାହା ବର୍ତ୍ତମାନ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀୟ କ୍ରିକେଟ୍ ବୋର୍ଡ ଅନ୍ୟ ଦେଶର କ୍ରିକେଟ୍ ବୋର୍ଡ ସହିତ ଆଲୋଚନା ହେଉଛି । ଆଶା ଯେ, ସବୁକିଛି ଠିକ୍ ହେବ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!