Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୀମା ପାଇଁ ଦୁଇ ପୁଅକୁ ମାରିଲା ବାପା; ଦଣ୍ଡ ୨୧୨ବର୍ଷ

by ସଞ୍ଜୟ ସ୍ୱାଇଁ
March 13, 2021
in Crime, NATIONAL NEWS
ବୀମା ପାଇଁ ଦୁଇ ପୁଅକୁ ମାରିଲା ବାପା; ଦଣ୍ଡ ୨୧୨ବର୍ଷ
248
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଜୀବନ ବୀମା ଉପରେ ସମସ୍ତେ ଅଳ୍ପ ବହୁତ କିଛି କଥା ଜାଣିଥିବେ । ବିମା କଂପାନୀମାନ ବିଭିନ୍ନ ପ୍ରଲୋଭନ ଦେଖାଇ ବୀମା କରାଇଥାନ୍ତି । ସବୁଠୁ ବଡ଼ ଲୋଭ ଦେଖାଇ ଥାନ୍ତି ଦୁର୍ଘଟଣାରେ ପ୍ରାଣ ଗଲେ ବୀମା କଂପାନୀ ମୋଟା ଅଙ୍କର ସହାୟତା ରାଶି ପ୍ରଦାନ କରିଥାନ୍ତି । ତେବେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବୀମା ପାଇବା ଆଶାରେ ଜହ୍ଲାଦ ବାପା ଦୁଇ ନାବାଳକ ପୁଅକୁ ହତ୍ୟା କରି ଦୁର୍ଘଟଣାର ରୂପରେଖ ଦେଇ ବୀମା କଂପାନୀ ଠାରୁ ବୀମା କ୍ଲେମ କରି ୧କୋଟି ୮୮ଲକ୍ଷ ଟଙ୍କା ପାଇଥିଲେ । ଏଭଳି ଘଟଣାଟି ଆମେରିକାର ଲସ୍ ଏଞ୍ଜେଲେସରେ ଘଟିଛି । କୋର୍ଟରେ ବୀମା ସଂପର୍କରେ ସତ୍ୟାସତ୍ୟ ଜଣାପଡିବା ପରେ ଜହ୍ଲାଦ ବାପାର ଅସଲ ମୁଖା ପଦାକୁ ଆସିଥିଲା । ଏଭଳି ଜଘନ୍ୟ ଘଟଣା ପାଇଁ ମାନ୍ୟବର କୋର୍ଟ ଉକ୍ତ ବାପା ଉପରେ ବିଶ୍ୱର ସବୁଠୁ ଦୀର୍ଘ ଦଣ୍ଡାଦେଶ ଶୁଣାଇଛନ୍ତି । ଯାହାକି ଦୁଇ ନାବାଳକର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଜହ୍ଲାଦ ବାପାକୁ ମାନ୍ୟବର କୋର୍ଟ ୨୧୨ବର୍ଷ ଜେଲ ଦଣ୍ଡାଦେଶ ସହିତ ବୀମା କଂପାନୀକୁ ୧କୋଟି ୯୦ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!