Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ବାଣ୍ଟୁଛି ଭାରତୀୟ ନୌସେନା

by ସଞ୍ଜୟ ସ୍ୱାଇଁ
May 28, 2021
in Feature News, State
ବାତ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ବାଣ୍ଟୁଛି ଭାରତୀୟ ନୌସେନା
61
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାତ୍ୟା ‘ୟଶ’ରେ ପ୍ରଭାବିତ ହୋଇଥିବା ବାଲେଶ୍ୱରରେ ଭାରତୀୟ ନୌସେନା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ନୌସେନା ପକ୍ଷରୁ ବାଲେଶ୍ୱର ସଦର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତି ପରଖି ଆଜି ରିଲିଫ୍ ବଣ୍ଟନ କରିଛନ୍ତି । ବାତ୍ୟା ‘ୟଶ’ ଚାଲିଗଲା ପରେ ଗାଁ ଗଣ୍ଡା ଜଳବନ୍ଦୀ ହୋଇ ରହିଛି । ନୌସେନା ପକ୍ଷରୁ ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ କମ୍ୟୁନିଟ୍ କିଚେନ୍ ର ବ୍ୟବସ୍ଥା କରାଯାଇଛି । ନନ୍ଦାଚକ, ବଉଳବେଣୀ ଓ ବୁଢ଼ିଗଡ଼ିଆ ଆଦି ମତ୍ସ୍ୟଜୀବୀ କଲୋନୀରେ ୭୦୦ରୁ ଉର୍ଦ୍ଧ ଲୋକଙ୍କୁ ଭାରତୀୟ ନୌସେନା ପକ୍ଷରୁ ରନ୍ଧା ଖାଦ୍ୟ ଯୋଗଇ ଦିଆଯାଇଛି । ନୌସେନାର ଆଉ ଏକ ଟିମ୍ ତାଳସାରୀ, ଭୋଗରାଇ, ଇଞ୍ଚୁଡ଼ି ଓ ଚନ୍ଦ୍ରମଣି ଅଞ୍ଚଳରେ ଆଜି ରିଲିଫ୍ ବଣ୍ଟନ କରାଯାଇଛି । ତତ୍ ସହିତ ବହୁ ସ୍ଥାନରେ ରାସ୍ତା ଅବରୋଧ ହୋଇ ଥିବା ବେଳେ ନୌସେନା ଟିମ୍ ରାସ୍ତା ଅବରୋଧ ହଟାଇଛି ।ଧମରାରେ ଭାରତୀୟ ନୌସେନାର ୪ଟି ଜାହାଜ ରିଲିଫ୍ ସାମଗ୍ରୀ ଧାମରାରେ ପହଞ୍ଚି ଥିବା ବେଳେ ନୌସେନାର ହେଲିକପ୍ଟର ମଧ୍ୟ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଥିବା ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!